
Sandartist and animater #RubelalPradhan From-Athmallik, Angul, Odisha
India
Joined June 2019
- Tweets1.1K
- Following1K
- Followers675
- Likes37.9K
ବାଲି ର ନୀରବ ଇଲାକା ରୁ ବାଲୁକା ଶିଳ୍ପୀ ର ଯାତ୍ରା... ଆପଣଙ୍କ ଆଶୀର୍ବାଦ ଭଲ ପାଇବା ମିଳିଲେ ଏଇ ଯାତ୍ରା ଆଗକୁ ନିଶ୍ଚୟ ଚାଲିବ... @angul_dm @sidd_swain @AMITABHTHAKUR21 @SP_Angul @arvindpadhee @JagiPanda @dpradhanbjp @Bapu4Talcher @otvnews @kanak_news @ANI @TNITweet @BBSRBuzz @skilledinodisha
ଉତ୍କଳ ଦିବସ ଅବସରରେ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା !
.
.
. #HappyUtkalDivas #UtkalDivas #April1st #celebrations #Odisha #odiabhasa #proud
ଦୃଶ୍ୟଟି ଆମ ଆଠମଲ୍ଲିକ ମାଟିରୁ । ଆକାଶ ମାର୍ଗରେ ଓଁ ଚିତ୍ରିତ ହୋଇଛି। ତନ୍ମଧ୍ୟରୁ କିରଣ ମଧ୍ୟ ବିଚ୍ଛୁରିତ ହେଉଥିବା ଖୁବ୍ ମନୋଲୋଭା....
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ଦୟାକରି ଏଥି ପ୍ରତି ଟିକେ ଧ୍ୟାନ ଦିଅନ୍ତୁ... @CMO_Odisha @MoSarkar5T @PWD_Odisha @angul_dm
ତାଳଚେର୍ ମହୋତ୍ସବ ରେ ମୋତେ ବାଲୁକା କଳା ପ୍ରଦର୍ଶନ କରିବା ପାଇଁ ସୁଯୋଗ ଦେଇଥିବା ରୁ ମାନ୍ୟବର ବିଧାୟକ ଆମ ପ୍ରିୟ ବାପୁ ଭାଇଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ....
RUBELAL PRADHAN 🇮🇳(Sandartist) retweeted
Hey @dominos @dominos_india , We don’t call it Pujo in Odisha. Don’t send message with Pujo to people in Odisha.
It’s Puja. Durga Puja. We are Odias, Not Bengalis.
RUBELAL PRADHAN 🇮🇳(Sandartist) retweeted
Jai Jagannatha 🙏
He is the Universe. He is the Creator.
#Jagannatha
RUBELAL PRADHAN 🇮🇳(Sandartist) retweeted
THE NARASINGHA ABATARA
The One Who Saved Prahallada !
Jai Jagannatha !
#Jagannatha #NarasinghaAbatara #Odisha #KhantiOdiaArtworks
















