Pinned Tweet
ମୁକ୍ତି ମୋର ଇଚ୍ଛା ନୁହେଁ
ଖୁସି ମୁଁ ଏ ବନ୍ଧନରେ,
ଦୁଃଖ ସୁଖ ସଂସାରରେ
ତୃପ୍ତ ମୁଁ ମୋ ଭାଗରେ..
ଜୀବନଟା କମ୍ ଲାଗେ
ସବୁ ଅନୁଭୂତି ପାଇଁ,
ଏତେବଡ ଦୁନିଆ ଏ
ମୁଁ ଏତେ ଟିକେ ଦେଖି ନାହିଁ..
ମୋକ୍ଷ ମୋର କାମ୍ୟ ନୁହେଁ
ଚାହେଁ ବାରମ୍ବାର ଜନ୍ମିବାକୁ,
ପ୍ରେମ, ପ୍ରୀତି, ଦୁଃଖ, ଶୋକ
ସବୁ ଚାହେଁ ଭୋଗିବାକୁ..!!
#ଇଚ୍ଛାଟିଏ
ଠାକୁର ପୂଜା ପାଇଁ ଗୋଟେ ବି ଟଗର ଫୁଲ ଫୁଟିନି ଆଜି ..
ଏ ଫୁଲ ମାନେ କିନ୍ତୁ ତାଙ୍କ
ସୌନ୍ଦର୍ଯ୍ୟ ବିତରଣ କରିବାରେ କାର୍ପଣ୍ୟ କରି ନାହାନ୍ତି ଜମା ...
3
21
303
ଶୀତୁଆ ସକାଳ,
କୋହଲା ପବନ ସାଙ୍ଗକୁ ଏ କାଲୁଆ ବର୍ଷା
ବାମ୍ଫ ଉଠା ଚା କପ୍ ଗୋଟେ
ଆଜି ଦିନର ଆରମ୍ଭ ଏମିତି କିଛି ...
#ଶୁଭସକାଳ 🌻
ପବିତ୍ର ଅଁଳା ନବମୀ ଓ ଶ୍ରୀ ରାଧା ପାଦ ଦର୍ଶନର ଶୁଭେଚ୍ଛା ସଭିଙ୍କୁ 🙏
#ଅଁଳାନବମୀ
ଯେବେଠୁ ନାଁ ଜାଣିଛି, ସେବେଠୁ ଚାଖିବାର ଇଚ୍ଛା ଥିଲା। ଏତେ ଦିନ ପରେ ପରେ ଯାଇଁ ଇଚ୍ଛା ପୂର୍ତ୍ତି ହେଲା ମୋର 😍
ଟେଷ୍ଟ ତ ବହୁତ ବଢିଆ ଥିଲା ହେଲେ authentic କି ନାହିଁ ସେ କଥା ମତେ ଜଣା ନାହିଁ ।।
#ସରସତିଆ
6
35
1,096
ଏମିତିକା ସୁନ୍ଦର ସକାଳଟେ
ମନ ଖୋଜେ ସବୁବେଳେ;
ନା ଥିବ କୋଳାହଳ
ନା କିଛି ଜଞ୍ଜାଳ,
ନିରୋଳା ସମୟ
ନିଜ ସହ ନିଜର ଆଉ ଟିକେ ପରିଚୟ ..!!
#ଅନାବନାଭାବନା
आशुतोष शशांक शेखर
चंद्रमौली चिदंबरा
कोटि-कोटि प्रणाम शंभू
कोटि नमन दिगंबरा 🙏
#ओम_नमःशिवाय 🔱
ମୋ କୁନି ଝିଆରୀର କୁନି ହାତରେ ତିଆରି ରଙ୍ଗଭରା ଚିତ୍ରଟି ଏ । ସୁନ୍ଦର ହେଇଛି ନା !!
ପାହାଡ଼ ତଳର ଗାଁ,
କଅଣ ତାହାର ନାଁ !!
ନଈଟି ଯାଉଛି ବହି,
କେତେ ମିଠା କଥା କହି ।
ପଡ଼ିଛି ସକାଳ ଖରା,
ରଙ୍ଗ ବେରଙ୍ଗରେ ଭରା ।
ଚିତ୍ରଟିକୁ ଗୀତଟିଏ,
ମନ ମତାଣିଆ ପରା ।।
#kidsart
1
10
416
Deal with your problems before they deal with your happiness.
#HappyMorning
5
15
459
ରଙ୍ଗ ଅଧରରୁ ଝରୁଥାଏ ତୁମ
ଭାବର ଅମୃତ ଝର
ତୁମରି ଶ୍ରୀମୁଖ କରିଲେ ଦର୍ଶନ
ସବୁ ଦୁଃଖ ହୁଏ ଦୂର।
ଅଖିଳ ବ୍ରହ୍ମାଣ୍ଡ ନାଥ
ନୀଳାଚଳେ ବସି କରୁଅଛ ଲୀଳା
ବାନ୍ଧିଛ ସାରା ଜଗତ ..🙏
ଜୟ ଜଗନ୍ନାଥ
#ଜୟଜଗନ୍ନାଥ
कोटि कोटि प्रणाम शंभू
कोटि नमन दिगंबरा 🙏
#जय_शिवशंभू
#ओम_नमः_शिवाय
7
18
362
Welcome August 🌻
Come freely and leave something of happiness you bring....❤️
#welcomeAugust
2
12
380
ରଥ ଉପରେ ଜଗନ୍ନାଥ
ଦେଖି ମୋ ଆଖି ହେଲା ତୃପ୍ତ
ଆତ୍ମା କହିଲା ହରି ହରି
ତୁଚ୍ଛ ଜନ୍ମରୁ କର ପାରି 🙏
#ଜୟଜଗନ୍ନାଥ
#ନୀଳାଦ୍ରିବିଜେ
4
30
497
ବର୍ଷା ଭିଜା ସକାଳ
ମେଘ ପୂର୍ଣ୍ଣ ଆକାଶ
ବର୍ଷା ଛିଟାରୁ ବର୍ତ୍ତି ଯାଇଥିବା
କୁନି ଫୁଲର ଖିଲ ଖିଲ ହସ
ସୁନ୍ଦର ସକାଳଟିଏ ପାଇଁ ଆଉ କଣ ଦରକାର ଯେ ... 😊
#ସକାଳ
5
23
534
ନିଜର ଭୁଲକୁ ଭଲ ଭାବେ ଜାଣିବା ଆଉ ସ୍ୱୀକାର କରିବା ସବୁଠୁ ବଡ଼ ଠିକ୍ କାମ ।
#ଜୟଜଗନ୍ନାଥ
#ସୁପ୍ରଭାତ
ଜଗତରେ ଜଗା ପରି ଠାକୁର କେ ଅଛି
ଭକତଙ୍କୁ ଭେଟିବାକୁ ବୁଲି ବାହାରିଛି 🙏
#ଶୁଭରଥଯାତ୍ରା
#ଜୟଜଗନ୍ନାଥ






















