Pinned Tweet
ଜୀବନରେ ଯଦି କାହାପାଇଁ କିଛି ଭଲକାର୍ଯ୍ଯ କରିଛନ୍ତି ତାହାଲେ ସେ କାର୍ଯ୍ଯ କେବେହେଲେ ବ୍ୟର୍ଥ ଯିବନାହିଁ, ଆଉଯାହାପାଇଁ କରିଛନ୍ତି ସେହୁଏତ ଭୁଲିଯାଇପାରେ କିନ୍ତୁ ଇଶ୍ବର ନୁହଁନ୍ତି,ଭଗବାନ କେଉଁବାଟରେ କାହାମାଧ୍ୟମରେ ଆପଣଙ୍କ ଭଲ କର୍ମରମୁଲ୍ୟ ଆପଣଙ୍କୁ ନିଶ୍ଚୟ ଫେରେଇଦେବେ,ତେଣୁ ସବୁବେଳେ ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ଯକରିବା ଉଚିତ। – at Banapur, India
People are never satisfied, no matter how much you do for them.
So, try your best, but never mess with your peace for anyone✍️
ମୁଁ ତୁମ ଶରଣାଗତ,
.
.
ତୁମେ ମୋ ପ୍ରଭୁ ଶରଣରକ୍ଷକ ✍️
#ହେ_ନାଥ 🙏
“Some wounds never heal, some memories never fade,
We remember the innocent lives lost and salute the brave hearts who sacrificed their lives for our nation.” 🇮🇳
#MumbaiTerrorAttack
The Constitution is not merely a book of laws; it is the soul of our democracy and the guardian of our rights.
#ConstitutionDay
ତୁମ ଆଖି ଦୁଇଟି ଦେଖିଦେଲେ,
.
.
ମୋତେ କୋଟିନିଧି ପାଇଗଲା ପରି ଲାଗେ ✍️
#ହେ_ନାଥ 🙏
ରଙ୍ଗ ସନ୍ଧ୍ୟାର, ମନଲାଗି
.
.
ହୃଦୟ ତାର ଭାରି ଅନୁରାଗୀ.. ✍️
#ଅନ୍ତହୀନ_ଶବ୍ଦ 🍁
ଯୋଉଠି ଦେଖେ
ତୁ ହିଁ ତୁ
ତୁ ମୟ ସାରା ଜଗତ
ତୋ ବିନୁ ଅଧା ମୁଁ ✍️
#ପ୍ରଭୁ 🙏
ଜୀବନରେ ତୋର ମହତ୍ୱ,
.
.
ଯେମିତି ଶ୍ୱାସ ସହିତ ପବନ ର ✍️
#ହେ_ନାଥ 🙏
ପୂର୍ଣ୍ଣିମା ଇନ୍ଦୁ ନୀଳାଚଳ ଆକାଶେ ହସେ❤️
#କାର୍ତ୍ତିକ_ପୁର୍ଣିମା
କାର୍ତ୍ତିକ ପୁର୍ଣିମା ଅବସର ରେ ରାଜରାଜେଶ୍ୱର ବେଶ ରେ ପ୍ରଭୁ ଙ୍କ ଆଳତି କେତେ ମନହର ❤️
#ପ୍ରଭୁ 🙏
ସବୁ ଭଲ ଲାଗୁଥିବା ଜିନିଷ ସାଙ୍ଗରେ ଯାଆନ୍ତିନି,
.
.
କେବଳ କିଛି ମୁହୂର୍ତ୍ତ ର ଭଲ ଅନୁଭୂତି ଦିଅନ୍ତି, ମନକୁ ପ୍ରକୃତ ସତ୍ୟ ସହିତ ପରିଚିତ କରାନ୍ତି ✍️
#ଅନ୍ତହୀନ_ଶବ୍ଦ
ତୁ ଝଟକୁ ପୁର୍ଣିମା ଇନ୍ଦୁ ପରି ଲଗେଇ ମହଣ ମହଣ ସୁନା,
.
.
ତୋତେ ଦେଖିବାକୁ ମନ ଛତପଟ, ଭିଡ ରେ ଲମ୍ବା ଅପେକ୍ଷା ଦିଏ ଭାରି ଯାତନା ✍️
#କାର୍ତ୍ତିକ_ପୁର୍ଣିମା
#ହେ_ନାଥ 🙏








