Panchasakha Shikhya Setu (@PSSOdisha) header
Panchasakha Shikhya Setu (@PSSOdisha) profile picture

A citizen-government partnership to help people connect, collaborate and contribute to reimagining school education in Odisha. Come, join the journey.

Bhubaneshwar, India
Joined February 2018
Photo by Panchasakha Shikhya Setu (@PSSOdisha)Photo by Panchasakha Shikhya Setu (@PSSOdisha)Photo by Panchasakha Shikhya Setu (@PSSOdisha)Photo by Panchasakha Shikhya Setu (@PSSOdisha)Photo by Panchasakha Shikhya Setu (@PSSOdisha)Photo by Panchasakha Shikhya Setu (@PSSOdisha)Photo by Panchasakha Shikhya Setu (@PSSOdisha)Photo by Panchasakha Shikhya Setu (@PSSOdisha)Photo by Panchasakha Shikhya Setu (@PSSOdisha)Photo by Panchasakha Shikhya Setu (@PSSOdisha)
Building clean and welcoming spaces for learners: Up-keeping and maintenance of school assets through WSHGs #cleancampus #schoolcampus #learning @CMO_Odisha @SMEOdisha @OSEPA_Official
1
3
475
Panchasakha Shikhya Setu retweeted
Dr. N. Thirumala Naik, Commissioner-cum-Secretary, chaired a virtual review meeting with DEO-cum-DPCs and district-level functionaries to assess the progress of key educational initiatives across the State. The meeting reviewed scheme-wise budget provision and expenditure, GMAPV land issues, expenditure under Samagra Shiksha, PM SHRI and STARS, APAAR, UAS Attendance, OSMA, Prashast and Saksham Kendra. Discussions also covered pending legal matters, implementation and district-wise expenditure under the New India Literacy Programme (NILP)/ULLAS, promotion of elementary cadre teachers, scholarship examination fund allocation and key activities under Panchasakha Sikhya Setu.
7
5
66
10,518
Panchasakha Shikhya Setu retweeted
ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭିର ଏକ ବିଶେଷ ଆକର୍ଷଣ ହେଉଛି ଶିଶୁ ସାମ୍ବାଦିକ। ସେମାନେ ନିଜେ ନିଜେ ବିଭିନ୍ନ ଷ୍ଟଲ୍ ଦର୍ଶନ କରି ତଥ୍ୟ ସଂଗ୍ରହ କରୁଛନ୍ତି ଏବଂ ତାକୁ ଖବରର ରୂପ ଦେଇଛନ୍ତି। ସମସ୍ତଙ୍କ ଅଭିନବ ପ୍ରୟାସରେ ପ୍ରକାଶ ପାଇଛି ପ୍ରଥମ ଦିନର ବୁଲେଟିନ ‘ସୁରଭି ସମ୍ବାଦ’। #SURAVI2026
2
2
15
1,883
ସୁରଭି-୨୦୨୬ର ‘ମିଟ୍ ଦି ପର୍ସନାଲିଟି’ କାର୍ଯ୍ୟକ୍ରମରେ ଡିଏନ୍ ଗ୍ରୁପ୍‌ର ଉପାଧ୍ୟକ୍ଷ ଶ୍ରୀମତୀ ରତ୍ନମାଳ ସ୍ୱାଇଁ, ବରିଷ୍ଠ ପୁଲିସ ଅଧିକାରୀ ଡ. ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଓ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡା. ସୂର୍ଯ୍ୟପ୍ରକାଶ ଚୌଧୁରୀ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। @SMEOdisha @OSEPA_Official
1
3
378
କ୍ୟାରିୟର ଗଠନ, ଉଦ୍ୟୋଗ, ସ୍ୱାସ୍ଥ୍ୟ ଓ ଜୀବନରେ ସଫଳତା ହାସଲର ମନ୍ତ୍ର ବାଣ୍ଟିବା ସହ ବିଫଳତାରୁ ଶିଖି ଦୃଢ଼ ମନୋବଳରେ ଆଗକୁ ବଢ଼ିବାକୁ ପ୍ରେରଣା ଦେଇଥିଲେ।
26
Panchasakha Shikhya Setu retweeted
Day 2 of #SURAVI2026 was a blend of inspiration, engaging interactions and vibrant celebrations! The ‘Meet the Personality’ session offered students an opportunity to interact with distinguished personalities and gain valuable insights. The Mock Model United Nations (MUN) encouraged young minds to express their views, engage in discussions and strengthen their leadership, diplomacy and critical-thinking skills. The day concluded with captivating cultural performances, celebrating the creativity, talents and rich cultural diversity of Odisha’s young minds.
4
2
19
2,858
ସୁରଭି-୨୦୨୬ରେ ପିଲାଙ୍କ ପାଇଁ ଖୋଲିଛି ଜ୍ଞାନ, ଅନୁଭୂତି ଓ ଆବିଷ୍କାରର ଏକ ନୂଆ ଦୁନିଆ । ‘ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା’ ପାଭିଲିଅନ୍‌ରେ ପ୍ରତ୍ୟେକ ପ୍ରଦର୍ଶନୀ ପଛରେ ରହିଛି ଏକ ନୂଆ ଶିକ୍ଷଣୀୟ ଅନୁଭବ । #suravi2026 #SamrudhaBhashaSamrudhaOdisha #science #literature @SMEOdisha @NityanandaBJP
1
1
268
କେଉଁଠି ଓଡ଼ିଆ ଭାଷା ଓ ସଂସ୍କୃତିର ଅନନ୍ୟ ପରିଚୟ, ତ ଆଉ କେଉଁଠି ଖେଳ ମାଧ୍ୟମରେ ଜୀବନ କୌଶଳର ଶିକ୍ଷା । ବିଜ୍ଞାନର ରୋଚକ ପରୀକ୍ଷଣଠାରୁ କୃତ୍ରିମ ବୁଦ୍ଧିମତ୍ତାର ନୂଆ ସମ୍ଭାବନା ପର୍ଯ୍ୟନ୍ତ, ପ୍ରତ୍ୟେକ ବିଷୟ ପିଲାଙ୍କ ମନରେ ଜାଣିବାର ଆଗ୍ରହ ଓ ନିଜେ କିଛି କରି ଶିଖିବାର ଉତ୍ସାହ ଭରିଦେଉଛି ।
26
ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ରେ ସମସ୍ତଙ୍କ ଆକର୍ଷଣ ସାଜିଛି ପଞ୍ଚସଖା ଶିକ୍ଷା ସେତୁ ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ୍ର ପାଭିଲିଅନ୍ ‘ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା’ । #SamrudhaBhashaSamrudhaOdisha #Creativity #Innovation @SMEOdisha
1
1
1
370
ଓଡ଼ିଆ ଭାଷାର ମଧୁରତା, ଆମ ଗୌରବମୟ ଐତିହ୍ୟ ଓ ପରମ୍ପରାରୁ ଆରମ୍ଭ କରି କ୍ରୀଡ଼ାଭିତ୍ତିକ ଜୀବନ କୌଶଳ, ବିଜ୍ଞାନ ଓ କୃତ୍ରିମ ବୁଦ୍ଧିମତ୍ତା (AI) ପର୍ଯ୍ୟନ୍ତ ବିଭିନ୍ନ ବିଷୟର ନିଆରା ସମ୍ଭାର ଏଠାରେ ଦେଖିବାକୁ ମିଳୁଛି । ଏହି ଅଭିନବ ପରିବେଶରେ ଶିଖିବା ସହ ନିଜ ପ୍ରତିଭା ଓ ସୃଜନଶୀଳତାର ବିକାଶ କରୁଛନ୍ତି ଛାତ୍ରଛାତ୍ରୀ ।
33
ଶିକ୍ଷା କ୍ଷେତ୍ରରେ ଜିଲ୍ଲାର ବିକାଶରେ ନିଜର ନିଷ୍ଠାପର କର୍ତ୍ତବ୍ୟ ଓ ଅତୁଳନୀୟ ଅବଦାନ ପାଇଁ ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ନବରଙ୍ଗପୁରରୁ ଶ୍ରୀ ଛତ୍ରପତି ସାହୁ, ଝାରସୁଗୁଡାରୁ ଶ୍ରୀ ରାଧାକାନ୍ତ ଗଡ଼ତିଆ ଓ ପୁରୀରୁ ଶ୍ରୀ ଦୀପକ କୁମାର ପାଢ଼ୀଙ୍କୁ "ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର"ରେ ସମ୍ମାନିତ କରାଯାଇଛି ।
1
3
335
ବିକାଶମୂଳକ ଯୋଜନା, ଅଭିନବ ପଦକ୍ଷେପ ଓ ତୃଣମୂଳସ୍ତରରେ ଉତ୍ତମ ପରିଚାଳନା କରି ରାଜ୍ୟରେ ଶିକ୍ଷାର ବିକାଶର ରଥକୁ ଆଗକୁ ନେଇଥିବା ନବରଙ୍ଗପୁର, କଟକ ଓ କଳାହାଣ୍ଡି ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ଭାବରେ "ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର"ରେ ସମ୍ମାନିତ କରାଯାଇଛି । #MukhyamantriShikhyaPuraskar @CMO_Odisha @SMEOdisha
2
177
ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୩ ପରିସରରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଓ 'ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ' ଆୟୋଜିତ ହୋଇଯାଇଛି। #MukhyamantriShikhyaPuraskar #Education #Inspiration @CMO_Odisha @SMEOdisha
1
2
321
ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ, ନିଷ୍ଠାପର ଉଦ୍ୟମ ଓ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟସ୍ତରରେ ବିଭିନ୍ନ ବର୍ଗରେ ମନୋନୀତ ମୋଟ ୩୭୫ ଜଣ ବ୍ୟକ୍ତି ଓ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ କରାଯାଇଛି।
1
49
ଏହି ସମ୍ମାନ ଶିକ୍ଷାର ଗୁଣାତ୍ମକ ବିକାଶ ଦିଗରେ ନିରନ୍ତର ପ୍ରୟାସ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ ସହ ଅନ୍ୟମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ।
15
ଆଜି ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୩ଠାରେ ଆୟୋଜିତ ହେଉଛି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ। ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ, ନିଷ୍ଠା ଓ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା ବିଭିନ୍ନ ବର୍ଗରେ ମନୋନୀତ ମୋଟ ୩୭୫ ଜଣଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। #MukhyamantriShikhyaPuraskar
2
300
Panchasakha Shikhya Setu retweeted
Teachers and SMC members are continuously helping to clean and restore the affected schools in the Ganjam District. The efforts from everyone are commendable as the community unites to ensure a safe, clean, and welcoming environment for students to resume their classes at the earliest.
1
2
47
5,274
The Headmasters’ Orientation Programme on the effective implementation of the Alumni Connect Programme commenced on 27 October 2026, with Angul, Balasore and Bhadrak districts successfully completing the orientation sessions in virtual mode.
1
2
418
Continuing until 30 November 2026, the programme will cover Headmasters of government and government-aided schools across Odisha, focusing on resource mobilisation, effective project implementation and stronger school–alumni partnerships to promote holistic school development.
51
ଓଡ଼ିଶାର ଅନନ୍ୟ ସାରସ୍ୱତ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀରେ ଶତ ଶତ ପ୍ରଣାମ #Odisha #Legend #OurPride
4
222
Panchasakha Shikhya Setu retweeted
‘ପଞ୍ଚସଖା ଶିକ୍ଷା ସେତୁ ଯୋଜନା’ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦିଆଯାଇଛି। ସକ୍ରିୟ ଜନଭାଗୀଦାରୀ ବଳରେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ସୁଦୃଢ଼ ହେବା ସହ ଗୁଣାତ୍ମକ ଶିକ୍ଷାର ପରିବେଶ ସୃଷ୍ଟି ହେଉଛି। Driven by active Janabhagidari, the ‘Panchasakha Shiksha Setu Yojana’ is strengthening school infrastructure and fostering quality education.
6
5
24
2,833