
Official Tweeter Handle of Odisha Ministerial Officers' Association, OMOA Odisha #WeDemandLegitimateGradePay4200 #GiveJusticeTo_OdishaMinisterialCadre
Bhubaneshwar, India
Joined September 2021
- Tweets288
- Following362
- Followers2.2K
- Likes688
ଓଡିଶା ଅମଲା ସଂଘ ତରଫରୁ ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ୍ ଦେଇଛନ୍ତି ପୁରୁଣା ଥଇଥାନ ନୀତି ଅନୁସାରେ ରାଜ୍ୟ ସରକାରୀ କର୍ମଚାରୀ ମୃତ୍ୟୁ ବରଣ କରୁଥିଲେ କିନ୍ତୁ ଗତ ସରକାର ଏପରି ନିୟମ ପ୍ରଦାନ କରିଥିଲେ ଯେ, ମୃତ୍ୟୁ କରୁଥିବା ପରିବାର ମାନେ ଅତ୍ୟନ୍ତ ଦୁଃଖ ଓ କଷ୍ଟରେ କାଳାତିପାତ କରୁଥିଲେ, ଉକ୍ତ ବିଷୟରେ ଓଡିଶା ଅମଲା ସଂଘ ତରଫରୁ
ଅନୁରୋଧ କରାଯାଇଥିଲା, ରାଜ୍ୟ ସରକାର ଉକ୍ତ ପ୍ରସ୍ତାବ ଗ୍ରହଣ କରିଥିବା ରୁ ମୃତ୍ୟୁ ବରଣ କରିଥିବା ସରକାରୀ କର୍ମଚାରୀଙ୍କ ପରିବାର ଦୁଃଖ ଦୂର କରିଛନ୍ତି, ଖୁସିର ଲହରୀ ଖେଳିଯାଇଛି। @CMO_Odisha @homeodisha @IPR_Odisha @rdmodisha @SecyChief @MohanMOdisha @KVSinghDeo1 @PravatiPOdisha @sambitswaraj @sureshkpujari
ଓଡ଼ିଶା ଅମଲା ସଂଘ ତାର ସପ୍ତଦଶ ତ୍ରୟବାର୍ଷିକ ରାଜ୍ୟ ସମ୍ମିଳନୀ, ଗୋପବନ୍ଧୁ ଆୟୁରବେଦ ମହାବିଦ୍ୟାଳୟ, ପୁରୀ ଠାରେ ତା୨୬ ଓ ୨୭ ମଇ ୨୦୨୬ ରେ ଅନୁଷ୍ଠିତ ହେବାକୁ ଯାଉ ଅଛି, ଏଣୁ ଓଡ଼ିଶାର ସମସ୍ତ ଜିଲ୍ଲାସ୍ତରୀୟ ଅମଲା ଉକ୍ତ ସମ୍ମିଳନୀ ରେ ଯୋଗ ଦେବାକୁ ଅନୁରୋଧ। @CMO_Odisha @homeodisha @SecyChief @rdmodisha
ମାନ୍ୟବର ପ୍ରଧାନମନ୍ତ୍ରୀ @narendramodi ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା, ଆପଣଙ୍କ ମାର୍ଗଦର୍ଶନ ଏବଂ ଦୃଷ୍ଟିକୋଣ କୋଟି କୋଟି ଭାରତୀୟଙ୍କୁ ନୂତନ ଶକ୍ତି ଏବଂ ଆତ୍ମବିଶ୍ୱାସ ଦେଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପ୍ରଦାନ କରନ୍ତୁ। @MohanMOdisha @ManmohanSamal
ଆଜି ବରଗଡ଼ ଜିଲ୍ଲାରେ ଓଡ଼ିଶା ଅମଲା ସଂଘର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି ଉକ୍ତ ସଭାରେ ଅଧ୍ୟକ୍ଷ ନନ୍ଦ କୁମାର ମିଶ୍ର, ସଭାପତି ଫାଲଗୁନ ପଣ୍ଡା, ଉପସଭାପତି ଜନ୍ମଜୟ ସାମଲ, ମୁଖ୍ୟ ପରାମର୍ଶଦାତା ରମେଶ ଚନ୍ଦ୍ର ମେହେର, ସଂପାଦକ ଜ୍ଞାନ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। @CMO_Odisha @MohanMOdisha
ଆଜି ନବରଙ୍ଗପୁର ଜିଲ୍ଲାରେ ଓଡ଼ିଶା ଅମଲା ସଂଘର ଜିଲ୍ଲା ତ୍ରୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି, ଉକ୍ତ ସଭାରେ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଅମଲା ଭାଇ ଓ ଭଉଣୀ ଓ କର୍ମକର୍ତା ଯୋଗ ଦେଇଥିଲେ, ଉକ୍ତ ସଭାରେ BJP ଦଳର ମାନ୍ୟବର ବିଧାୟକ ନବରଙ୍ଗପୁର ଶ୍ରୀଯୁକ୍ତ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥିରୁପେ ଯୋଗଦେଇଥିଲେ। @CMO_Odisha
OMOA Odisha,ଓଡିଶା ଅମଲା ସଂଘ retweeted
OGCEA condemns the act of attacking on Govt employee on duty. As showing inhumane goon's act while executing public hearing. Total Intelactual communities saddened 2 see this & demand exemplary action agnst the culprit by Govt. We awaiting for the justice. @BJP4Odisha @CMO_Odisha
OMOA Odisha,ଓଡିଶା ଅମଲା ସଂଘ retweeted
When our protectors fall, silence is betrayal. Speak up, stand up.
#NMOPSDeshKeSath
@ArgusNews_in @otvnews @kanak_news @NandighoshaTV @sambad_odisha @Sambad_English @DharitriLive1 @OrissaPOSTLive @NewIndianXpress @ExpressOdisha @OdishaReporter @timesofindia @samajalive @News18Odia @Kalingatv @NaxatraNewsOdia @NEWS7Odia @ANI @PTI_News @htTweets @badakhabarnews @satyapathalive @samajalive
OMOA Odisha,ଓଡିଶା ଅମଲା ସଂଘ retweeted
OMOA Odisha,ଓଡିଶା ଅମଲା ସଂଘ retweeted
OMOA Odisha,ଓଡିଶା ଅମଲା ସଂଘ retweeted
"ସରକାରୀ କର୍ମଚାରୀ ଭି ନାଗରିକ ଏଇ ଦେଶର
ସେ ଭି ସମାନ ଭାବେ କରଦାତା ଏଇ ରାଜ୍ୟର"
"ସ୍ୱାସ୍ଥ ସମସ୍ୟାରେ ସେ ଭି ପୀଡିତ,
ଅନୁରୋଧ ସରକାରଙ୍କୁ ସ୍ୱାସ୍ଥବୀମାରେ କର ଅନ୍ତର୍ଭୁକ୍ତ
#CashlessHealthCard_For_GovtEmployees
#ସରକାରୀ_କର୍ମଚାରୀଙ୍କୁ_କ୍ୟାସଲେସ୍_ହେଲଥ୍_କାର୍ଡ
@CMO_Odisha @MahalingMukesh @MohanMOdisha @HFWOdisha
OMOA Odisha,ଓଡିଶା ଅମଲା ସଂଘ retweeted
ସଂସଦରେ ଏକ କୋଟି କର୍ମଚାରୀ ଓ ସେମାନଙ୍କର ସ୍ୱାର୍ଥ ପୁରୁଣା ପେନସନ ଦାବି ଉଠେଇଥିବାରୁ ମାନ୍ୟବର ସାଂସଦ ଧମେନ୍ଦ୍ର ଯାଦବ ଜି କୁ @NmopsOD ତରଫରୁ ଧନ୍ୟବାଦ ଓ କୃତଜ୍ଞତା 🙏
@CMO_Odisha
@MohanMOdisha
@Naveen_Odisha
@dpradhanbjp
@sambitswaraj
@SulataDeoMP
@saptagiriulaka
#ops #WeWantOPS #odishawantops
OMOA Odisha,ଓଡିଶା ଅମଲା ସଂଘ retweeted
ସ୍ନେହଲତା ସାହୁ,CDPO,ଡେରାବିଶଙ୍କ ବଦଳି ନୁହେଁ ଜିଲ୍ଲାପାଳ@dmkendrapara ଅନୁରୋଧ ତଦନ୍ତ କରି ନିଲମ୍ବିତ ସହିତ ଗିରଫ କରିବା ପାଇଁ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ @PravatiPOdisha ଙ୍କୁ ଅନୁରୋଧ।🙏
@CMO_Odisha
@PrithivirajBJP
@WCDOdisha
@ArgusNews_in @otvnews @kanak_news @NandighoshaTV @sambad_odish
OMOA Odisha,ଓଡିଶା ଅମଲା ସଂଘ retweeted
ଜଣେ ମହିଳା ହୋଇ ଅନ୍ୟ ଜଣକୁ କେମିତି ଏମିତି ନିଯ୍ୟାତନା ଦେଇପାରିବ |
ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ @PravatiPOdisha ଅନୁରୋଧ ଘଟଣାର ତଦନ୍ତ କରି ଦୋଷୀକୁ ଚାକିରୀରୁ ବହିଷ୍କାର କରନ୍ତୁ
@CMO_Odisha
@MohanMOdisha
@KVSinghDeo1
@BibhutiJena93
@Krushnach_Patra
@dr_kcmahapatra
@MahalingMukesh
@PrithivirajBJP
OMOA Odisha,ଓଡିଶା ଅମଲା ସଂଘ retweeted
Replying to @MohanMOdisha
@MohanMOdisha ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉପରେ ଆମର ସମ୍ପୂର୍ଣ୍ଣ ଆଶା ଓ ବିଶ୍ବାସ ରହିଛି ଉକ୍ତ ବିଷୟ ଉପରେ ଉପଯୁକ୍ତ ତଦନ୍ତ କରି ନ୍ୟାୟ ପ୍ରଦାନ କରିବେ। @KVSinghDeo1 @PravatiPOdisha @CMO_Odisha @SecyChief @homeodisha @rdmodisha @dmkendrapara @WCDOdisha
OMOA Odisha,ଓଡିଶା ଅମଲା ସଂଘ retweeted
Requesting Honorable CM Sir @MohanMOdisha kindly introduce #Health_Insurance for Odisha State Govt. Employees.
OMOA Odisha,ଓଡିଶା ଅମଲା ସଂଘ retweeted
ଧନ୍ୟବାଦ ରାଜ୍ୟର 3.5 କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ବୀମା ଲାଗୁ ହେବାକୁ ଯାଇଥିବାରୁ କିନ୍ତୁ ଆଉ 5 ଲକ୍ଷ ସରକାରୀ କର୍ମଚାରୀଙ୍କୁ ଯୋଗ କରିବା ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ @CMO_Odisha @MohanMOdisha ଙ୍କୁ ଅନୁରୋଧ 🙏
@KVSinghDeo1
@PravatiPOdisha
@BibhutiJena93
@Krushnach_Patra
@dr_kcmahapatra
@MahalingMukesh
@NityanandaBJP
@PrithivirajBJP
@RabiNaikBJP
@sureshkpujari
@GaneshramJspMLA
@GokulanandaBJP
@SampadSwainBJP
@suryabanshibjp
OMOA Odisha,ଓଡିଶା ଅମଲା ସଂଘ retweeted
OMOA Odisha,ଓଡିଶା ଅମଲା ସଂଘ retweeted
ଓଡ଼ିଶାର ସମସ୍ତ କର୍ମଚାରୀ ଓ ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ଙ୍କ ଏହି ପ୍ରତିଶ୍ରୁତି କୁ ଅପେକ୍ଷା ରତ। ସମସ୍ତଙ୍କ ବିଶ୍ୱାସ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କର ବଚ୍ଚନରେ ଅତୁଟ ରହିବେ , ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବେ I #NoNPS_NoUPS_OnlyOPS OnlyOPS
@CMO_Odisha
@MohanMOdisha
@KVSinghDeo1
@PravatiPOdisha
OMOA Odisha,ଓଡିଶା ଅମଲା ସଂଘ retweeted
Replying to @suryabanshibjp
@suryabanshibjp @aravind_od_ias @DHE_Odisha @MohanMOdisha @CMO_Odisha
ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗର କର୍ମଚାରୀଙ୍କ ଅବସ୍ଥା ବିପର୍ଯ୍ୟସ୍ତ...
୧) ୨୦୨୦ ମସିହାରୁ ଅଣଶିକ୍ଷକ ମାନଙ୍କ ପଦୋନ୍ନତି ହୋଇପାରୁନାହିଁ।
୨) ଉଚ୍ଚଶିକ୍ଷା ବିଭାଗର BPL କର୍ମଚାରୀ ହେଉଛନ୍ତି ମହାବିଦ୍ୟାଳୟରେ କାର୍ଯ୍ୟରତ
କିରାଣୀମାନେ l
୧/୨...



































