We are not crying foul here. We are simply asking questions. We are seeking answers, accountability, and transparency.
#StudentElection
Well played, boys! One President and two uncontested wins is a great start.
You are the future of our State. @odishalokadala
ଓଡ଼ିଶା ଛାତ୍ର ସଂଗଠନ ଓଡିଶା ଛାତ୍ର ସଂଗଠନ - OdishaCS ର ପ୍ରଥମ ସଫଳତା Elected Uncontested ଭାବରେ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟରେ ସୁଶ୍ରୀ ପୁଷ୍ପା ଭୂୟାଁ ବିଜୟ ଲାଭ କରିଛନ୍ତି।
ଓଡ଼ିଶା ଛାତ୍ର ସଂଗଠନରେ ଯୋଗ ଦିଅନ୍ତୁ।
ଆମକୁ ଏକାଠି ହେବା ପାଇଁ ଆମ ଓଡିଆମାନଙ୍କୁ ଆଉ କେତେ ଦଶନ୍ଧି ଲାଗିବ?
#OdishaFirst #OdiaFirst #OdishaCS
ଓଡ଼ିଶା ଛାତ୍ର ସଂଗଠନ । OdishaCS retweeted
Please sign the Odisha Against MMDR Act 2026 petition. #SaveOdisha #OdishaFirst #OdiaFirst #rollbackMMDR2026
c.org/y5kXvQgQT2
ଓଡ଼ିଶା ଛାତ୍ର ସଂଗଠନ @OdishaCS ଦ୍ୱାରା ଆଜି ସ୍ୱାଧୀନତା ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି।
କେନ୍ଦ୍ର ସରକାର ଆମ ରାଜ୍ୟର ପ୍ରକୃତିକୁ ଆଖିବୁଜି ଧ୍ବଂସ କରୁଥିବା ସମୟରେ ଏହା ଆମ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ବାତାବରଣର ବାର୍ତ୍ତା ବହନ କରୁଅଛି।
#ଆଗାମୀପିଢିରପିଲାମାନେ
ଓଡ଼ିଶା ଛାତ୍ର ସଂଗଠନ । OdishaCS retweeted
ଓଡ଼ିଶା ଛାତ୍ର ସଂଗଠନ ର ଯୁବ ନେତୃତ୍ବ ମାନେ ସମ୍ପୂର୍ଣ ଜଳମଗ୍ନ ଯାଜପୁର ଜିଲ୍ଲା ର ବିଭିନ୍ନ ଗାଁ ମାନଙ୍କରେ, ସାହାଯ୍ୟ ଓ ସହଯୋଗ ର ହାତ ବଢ଼ାଇବା ପାଇଁ ଚେଷ୍ଟା କରିଛନ୍ତି।
ପରିସ୍ଥିତି କେତେ ଗମ୍ଭୀର ଦେଖନ୍ତୁ।
ସରକାର ଏହି ବନ୍ୟା ପ୍ରଭାବିତ ଗାଁ ମାନଙ୍କର ଜନସାଧାରଣ ଓ ଚାଷୀଭାଇ ମାନଙ୍କ ପ୍ରତି କେବେ ଦୃଷ୍ଟି ଦେବେ?
#odisha
ଆଜି କଣ୍ଟାମାଳ ର ପଞ୍ଚାୟତ ଡିଗ୍ରୀ କଲେଜରେ ଓଡ଼ିଶା ଛାତ୍ର ସଂଗଠନ ର ପ୍ରତିନିଧି ଦଳ +୩ ଦ୍ୱିତୀୟ ରି-ଆଡମିଶନ କୁ କେ.ଜି ରୁ ପି.ଜି ମାଗଣା ଯୋଜନାରେ ସାମିଲ କରାଯାଇ ନାମଲେଖା ଦେୟ ଛାଡ଼ କରିବା ପାଇଁ ପ୍ରୀନସପାଲ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। #ଓଡ଼ିଶାଛାତ୍ରସଂଗଠନ
Mr. Omm Sarada, State General Secretary of Odisha Chhatra Sangathana, has been suspended with immediate effect until further notice.
The organization remains committed to discipline, accountability, and the interests of students.
ଓଡ଼ିଶା ଛାତ୍ର ସଂଗଠନ । OdishaCS retweeted
ତରବରିଆ ଭାବରେ ନିଆ ଯାଇଥିବା ନିଷ୍ପତ୍ତି ସରକାରଙ୍କ ଗଳାରେ କଣ୍ଟା ହେବା ପାଇଁ ଯାଉଛି।
ରାଜ୍ୟର ୭୫% ଛାତ୍ରଛାତ୍ରୀ ବେସରକାରୀ କଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ପଢନ୍ତି।
ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଗୁଡିକ ଚଳାଇବା ପାଇଁ ବାର୍ଷିକ ଅତିକମରେ ୧୦ହଜାର କୋଟି ଟଙ୍କାରୁ ଅଧିକ ଆବଶ୍ୟକ ହେବ।
#ସର୍ବାଗ୍ରେଓଡ଼ିଆ #ସର୍ବାଗ୍ରେଓଡ଼ିଶା
ଓଡ଼ିଶା ଛାତ୍ର ସଂଗଠନ । OdishaCS retweeted
ଯୁବପିଢି ହିଁ ଭବିଷ୍ୟତ, ଆଗାମୀ ଭବିଷ୍ୟତର ନୁଆ ନେତୃତ୍ୱ ସୃଷ୍ଟି ପାଇଁ "ଛାତ୍ର ସଂସଦ ନିର୍ବାଚନ" ନିହାତି ଆବଶ୍ୟକ ଅଟେ। @MohanMOdisha ରାଜ୍ୟର ମୁଖିଆ ଆପଣ ଚଳିତ ବର୍ଷ ଠାରୁ "ଛାତ୍ର ସଂସଦ ନିର୍ବାଚନ" ଆରମ୍ଭ କରନ୍ତୁ। #ସର୍ବାଗ୍ରେଓଡ଼ିଶା #ସର୍ବାଗ୍ରେଓଡ଼ିଆ #ଓଡ଼ିଆପାଇଁଓଡ଼ିଶା #ଓଡ଼ିଆସ୍ୱାଭିମାନ #ଛାତ୍ରସଂସଦନିର୍ବାଚନ #ନୁଆନେତୃତ୍ୱ
ଓଡ଼ିଶା ଛାତ୍ର ସଂଗଠନ । OdishaCS retweeted
"କେ.ଜିରୁ ପି.ଜି ସମ୍ପୂର୍ଣ୍ଣ ମାଗଣା" କହି ରାଜ୍ୟ ସରକାର ଫସିଗଲେ କି?
ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ଚଳାଇବା ପାଇଁ ଆବଶ୍ୟକ ହଜାର ହଜାର କୋଟି ଟଙ୍କା ଆସିବ କେଉଁଠୁ?
ବିଧାୟକଙ୍କ ବର୍ଦ୍ଧିତ ଭତ୍ତା ନିଷ୍ପତ୍ତି ଫେରାଇ ନେବା ଭଳି ସରକାର ଏହି ନିଷ୍ପତ୍ତି କୁ ଫେରାଇ ନେବେ ନାହିଁ ତ?
#ସର୍ବାଗ୍ରେଓଡ଼ିଆ #ସର୍ବାଗ୍ରେଓଡ଼ିଶା
ଚଳିତ ବର୍ଷ ଠାରୁ ଛାତ୍ର ସଂସଦ ନିର୍ବାଚନ ଆରମ୍ଭ ହେଉ। @CMO_Odisha @suryabanshibjp @abvpodisha @nsui_official @odishabcjd @StudentsOdisha @amesabuodia
ଯୁବପିଢି ହିଁ ଭବିଷ୍ୟତ, ଆଗାମୀ ଭବିଷ୍ୟତର ନୁଆ ନେତୃତ୍ୱ ସୃଷ୍ଟି ପାଇଁ "ଛାତ୍ର ସଂସଦ ନିର୍ବାଚନ" ନିହାତି ଆବଶ୍ୟକ ଅଟେ। @MohanMOdisha ରାଜ୍ୟର ମୁଖିଆ ଆପଣ ଚଳିତ ବର୍ଷ ଠାରୁ "ଛାତ୍ର ସଂସଦ ନିର୍ବାଚନ" ଆରମ୍ଭ କରନ୍ତୁ। #ସର୍ବାଗ୍ରେଓଡ଼ିଶା #ସର୍ବାଗ୍ରେଓଡ଼ିଆ #ଓଡ଼ିଆପାଇଁଓଡ଼ିଶା #ଓଡ଼ିଆସ୍ୱାଭିମାନ #ଛାତ୍ରସଂସଦନିର୍ବାଚନ #ନୁଆନେତୃତ୍ୱ
ଓଡ଼ିଶା ଛାତ୍ର ସଂଗଠନ । OdishaCS retweeted
Odisha’s future belongs to its youth.
ODISHA LOKA DALA stands for unity, culture, employment, development, and transparent leadership.
For Odisha. By Odisha Youth.
#Odisha #OdishaLokaDala #YouthPower @odishalokadala #joinus
ଓଡ଼ିଶା ଛାତ୍ର ସଂଗଠନ । OdishaCS retweeted
"ଓଡ଼ିଶା ଓ ଓଡ଼ିଆ ଜାତି"କୁ ଭଲ ପାଉଥିବା ଆମେ ସମସ୍ତେ କିଛି ସମୟ ବାହାର କରିବା ଓ ଆଗାମୀ "ଓଡ଼ିଆ ନୁଆ ବର୍ଷ" ଦିନ ଏକାଠି ହେବା।
ଏହା ଆମ ସମସ୍ତଙ୍କ ଦାୟିତ୍ୱ ଅଟେ ତେଣୁ ଅନୁରୋଧ କିମ୍ବା ନିମନ୍ତ୍ରଣ କରିବୁ ନାହିଁ।
#ଉତ୍କଳଦିବସ #ଓଡ଼ିଆପାଇଁଓଡ଼ିଶା #ଆମଓଡ଼ିଶାଆମଦାୟିତ୍ୱ #ଓଡ଼ିଆସ୍ୱାଭିମାନ #OdishaForOdias #OdiaSwabhiman
ଓଡ଼ିଶା ଛାତ୍ର ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଓମ ଶାରଦା ଗଲା କାଲି ଭୁବନେଶ୍ୱରରୁ ଘରକୁ ଫେରିବା ସମୟରେ ଚଣ୍ଡିଖୋଲ ପାଖରେ ଦୁର୍ଘଟଣାର ଶୀକାର ହୋଇଛନ୍ତି। ତାଙ୍କର ମୁଣ୍ଡରେ ଗୁରୁତର ଆଘାତ ହେବା ସହ ହାତ ଭାଙ୍ଗି ଯାଇଛି। ଦୁର୍ଘଟଣା ଘଟାଇଥିବା କାର ଖସି ପଳାଇ ଯାଇଛି। ଭଗବାନଙ୍କ ନିକଟରେ ଆସୁ ଆରୋଗ୍ୟ କାମନା କରୁଅଛୁ। #omsarada
We support the students of Shailabala Women's Autonomous College in their demand for university status. #oircampusourresponsibilities #Shailabalawomensuniversity #ourdemand
































