𝙋𝙧𝙖𝙗𝙞𝙧࿐ (@Odiapuo) header
𝙋𝙧𝙖𝙗𝙞𝙧࿐ (@Odiapuo) profile picture

𝓐𝓻𝓲𝓼𝓮, 𝓪𝔀𝓪𝓴𝓮 𝓪𝓷𝓭 𝓭𝓸 𝓷𝓸𝓽 𝓼𝓽𝓸𝓹 𝓾𝓷𝓽𝓲𝓵 𝓽𝓱𝓮 𝓰𝓸𝓪𝓵 𝓲𝓼 𝓻𝓮𝓪𝓬𝓱𝓮𝓭 ||𝕸𝖊𝖈𝖍𝖆𝖓𝖎𝖈𝖆𝖑 𝕭𝖗𝖆𝖙|| #ଓଡ଼ିଆ || #Hindu 🚩

#ଓଡିଶା #भारत
Joined March 2016
Photo by 𝙋𝙧𝙖𝙗𝙞𝙧࿐ (@Odiapuo)Photo by 𝙋𝙧𝙖𝙗𝙞𝙧࿐ (@Odiapuo)Photo by 𝙋𝙧𝙖𝙗𝙞𝙧࿐ (@Odiapuo)Photo by 𝙋𝙧𝙖𝙗𝙞𝙧࿐ (@Odiapuo)Photo by 𝙋𝙧𝙖𝙗𝙞𝙧࿐ (@Odiapuo)Photo by 𝙋𝙧𝙖𝙗𝙞𝙧࿐ (@Odiapuo)Photo by 𝙋𝙧𝙖𝙗𝙞𝙧࿐ (@Odiapuo)Photo by 𝙋𝙧𝙖𝙗𝙞𝙧࿐ (@Odiapuo)Photo by 𝙋𝙧𝙖𝙗𝙞𝙧࿐ (@Odiapuo)Photo by 𝙋𝙧𝙖𝙗𝙞𝙧࿐ (@Odiapuo)
#Koraput, Beautiful roads & Green destinations, God's own Paradise
45
115
8
425
କିଛି ମାତ୍ରାରେ କମ୍ୟୁନିଷ୍ଟ ଛୁଙ୍କ ଦେଇଥିଲେ ବି ଲେଖାଟି ଅସତ୍ୟ ନୁହଁ! ତେବେ ସରକାରୀ ଦୃଷ୍ଟିକୋଣ ବି ସମ୍ପୂର୍ଣ୍ଣ ଭୁଲ ନୁହଁ। ମାଗଣାରେ ମରିବା ଅପେକ୍ଷା ଅଳ୍ପ ଖର୍ଚ୍ଚକରି ବଞ୍ଚିଯିବା କିଛି ଖରାପ କଥା ନୁହଁ!
ଆସନ୍ତୁ ଜାଣିବା IDBI Bank ଡିଲ ବାବଦରେ କିଛି ମଜାକଥା! ଉଦ୍ଦେଶ୍ୟ: ସତ ଜାଣିବା, କିଛି କଥା ସରକାରୀ କଳ ବିରୋଧୀ, ସେଥିପାଇଁ କାହାକୁ ଖରାପ/ଭଲ ଲାଗିପାରେ, ତେବେ ଚିନ୍ତନ ଓ ଆଲୋଚନା ଦେଶର ବୌଦ୍ଧିକ ସମ୍ବଳକୁ ସୁଦୃଢ କରେ ବୋଲି ମୋର ବିଶ୍ୱାସ! ତେଣୁ ଅପେକ୍ଷାକୃତ କୌତୁହଳ ବିହୀନ ବ୍ୟଙ୍କିଙ୍ଗ ବ୍ୟବସ୍ଥା ବାବଦରେ ଏ ଆଲୋଚନା ଦ୍ୱାରା ଦୃଷ୍ଟି ଆକର୍ଷଣ କରିବାର ଚେଷ୍ଟା! ବିବରଣୀ: ନିକଟରେ ଭାରତ ସରକାର IDBI Bank ର ୪୫.୪୮% ଅଂଶଧନ ରୁ ୩୦.୪୮% ଓ ସରକାର ଅଧିନସ୍ଥ ବୀମା କମ୍ପାନୀ LIC, IDBI Bank ର ୪୯.୨୪% ଅଂଶଧନ ରୁ ୩୦.୨୪%, କାନାଡ଼ାର Fairfax Financial କମ୍ପାନୀ କୁ ₹୫୨,୮୭୮ କୋଟି ରେ ବିକିବା ପାଇଁ ସ୍ଥିର କରିଛନ୍ତି! ଏହାଦ୍ୱାରା ରାଷ୍ଟ୍ରାୟତ IDBI Bank, ୬୦.୭୨% ବିଦେଶୀ ନିବେଶ ସହିତ HSBC, DBS ପରି ଏକ ବୈଦେଶିକ ବ୍ୟାଙ୍କ ପାଲଟିବ! ଅତଏବ ଆପଣ ଆଉ IDBI Bank ଭିତରେ ପଶି କର୍ମଚାରୀଙ୍କୁ “ମୋ ଟଙ୍କାରେ ଦରମା ନେଉଛୁ” କହି ପାରିବେ ନାହିଁ |🤭 ଆଲୋଚନା: ତେବେ ବ୍ୟାଙ୍କର ମାଲିକାନା ଭାରତର ମହାମହିମ ରାଷ୍ଟ୍ରପତି ଙ୍କ ହାତରୁ ଏକ ବିଦେଶୀ ଘରୋଇ କମ୍ପାନୀ ହାତକୁ ଟେକିଦେଇ, ଭଲ କରାଯାଉଛି କି ନାହିଁ ଏହା ବ୍ୟଙ୍କିଙ୍ଗ ର ପ୍ରଶ୍ନ ନୁହେଁ, ରାଜନୀତି ବିଜ୍ଞାନ ର ପ୍ରଶ୍ନ ସମାଜବାଦ ନା ପୁଞ୍ଜିବାଦ ଉପରେ ଆଧାରିତ! ଯଦି ସେ ବାଦ ଦୁଇଟା ଆପଣଙ୍କ ମସ୍ତିଷ୍କରେ ପ୍ରଥମ ଥର ବାଜିଲା, ତାହେଲେ ଡାକ୍ତରଖାନା ଉଦାହରଣ ନେଇ ପାରିବେ, ସରକାରୀ ଡାକ୍ତରଖାନା ଯେଉଁଠି ସବୁ ଚିକିତ୍ସା ମାଗଣାରେ ହୁଏ କିନ୍ତୁ ଡାକ୍ତର ନଥାନ୍ତି, ଆବଶ୍ୟକ ସଂଖ୍ୟାରେ ଆଧୁନିକ ଯନ୍ତ୍ରପାତି ନଥାଏ, କେବେ କେବେ ଖଟିଆ ବି ନଥାଏ ଆଉ ଘରୋଇ ଡାକ୍ତରଖାନା ଯେଉଁଠି ନାମକରା ଡାକ୍ତର ଥାଆନ୍ତି, ଆଧୁନିକ ଯନ୍ତ୍ରପାତି, ଚିକଣ ଚଟାଣ ଓ ଆରାମ ଖଟିଆ ଥାଏ କିନ୍ତୁ ପକେଟରେ ଟଙ୍କା ନଥିଲେ ଛଟଛଟ ହେଇ ମରିଗଲେ ବି ଡାକ୍ତରଖାନା ଭିତରକୁ ପଶି ପାରିବେ ନାହିଁ! ପ୍ରଥମଟା କୁ ସମାଜବାଦ ଓ ଦ୍ଵିତୀୟଟାକୁ ପୁଞ୍ଜିବାଦ କହି ପାରିବା! କୋଉଟା ଭଲ ? ସେଇଟା ଆମ କିଆରୀ ମୂଳା ନୁହେଁ, ତେଣୁ ଆମେ ଅଣ୍ଡା ଆଗେ ନା କୁକୁଡ଼ା, ମନ ବଡ଼ ନା ମଇଁଷି ଭଳି ବିଶେଷ ଜ୍ଞାନ ଆବଶ୍ୟକ କରୁଥିବା ଏ ପ୍ରଶ୍ନର ଉତ୍ତରରେ ଆମ କିଞ୍ଚିତ ବୁଦ୍ଧି ବ୍ୟୟ ନକରି ଆଗକୁ ବଢିବା! ମଜାକଥା: ୧. IDBI Bank ସମେତ ଅନେକ ଗୁଡିଏ ସରକାରୀ ସଂସ୍ଥା ଗୁଡିକୁ ବିକ୍ରି କରି ପୁଞ୍ଜି ସୃଷ୍ଟି କରିବା ପାଇଁ ୨୦୧୬ ରେ ପ୍ରଥମଥର NITI Aayog ପ୍ରସ୍ତାବ ଦେଇଥିଲେ, ସେତେବେଳେ NITI Aayog ର ମୁଖିଆ ଥିଲେ 1980 ବ୍ୟାଚ ର IAS ଅଫିସର Amitabh Kant, ସେଇ ବ୍ୟକ୍ତି ଯାହାକୁ ୨ ଦିନ ତଳେ Fairfax ନିଜର ବର୍ତମାନ IDBI Bank ର Advisor ନିଯୁକ୍ତ କରିଛି!😁 ତେବେ ଏଥିରେ ଅସୁବିଧା କ'ଣ? କିଛିନାହିଁ ! କିନ୍ତୁ ଯଦି IDBI କୁ ଉପଦେଶ ଦେଇ ସଫଳ କରାଇ ପାରିବା ପାଇଁ Amitabh Kant ଙ୍କ ଭଳି ଲୋକ ଆମ ପାଖରେ ଥିଲେ, ତାହେଲେ IDBI କୁ ଆମେ ବିକୁଥିଲେ କାହିଁକି? ସିଧାସିଧା Amitabh ଙ୍କୁ IDBI ର MD କିମ୍ବା CEO ବନେଇ ତାକୁ ଅତି ସଫଳ ସଂସ୍ଥା ବନେଇ ପାରି ଥାଆନ୍ତେ! ତେବେ କହିରଖେ ସବୁଠୁ ବଡ଼ ସରକାରୀ ବ୍ୟାଙ୍କ SBI ର Chairman ଙ୍କର ବାର୍ଷିକ ଦରମା ୩୬ ଲକ୍ଷ ଟଙ୍କା (ଅନ୍ୟାନ୍ୟ ଆନୁସଙ୍ଗିକ ଭତ୍ତା ଛାଡି), ସବୁଠୁ ବଡ଼ ଘରୋଇ ବ୍ୟାଙ୍କ HDFC ର CEO ଙ୍କ ଦରମା ବର୍ଷକୁ ପ୍ରାୟ ୩୬ କୋଟି ଟଙ୍କା ! 😉 ୨. IDBI କିଣିବା ପାଇଁ Fairfax ଦେଇଛି ୫୨,୮୭୮ କୋଟି ଟଙ୍କା, ତେବେ ଏ ଦର କିଏ ସ୍ଥିର କରିଛି ? ସରକାର ଙ୍କ କହିବା କଥା ଦର ସ୍ଥିର କରିବାରେ ସରକାର ଓ Fairfax ର କୌଣସି ହାତ ନାହିଁ, ଏ ଦର ସ୍ଥିର କରିଛନ୍ତି ଦୁଇଟି ସ୍ୱାଧୀନ ଓ ନିରପେକ୍ଷ ସଂସ୍ଥା !😊 ତେବେ ସେ ସଂସ୍ଥା ଦୁଇଟି ର ନାମ କ‘ଣ? ସରକାର ଙ୍କ ହିସାବରେ ଆମେ ଏ ନାମ କ’ଣ ପ୍ରଶ୍ନ ଦ୍ୱାରା ଭାରତର ସର୍ବଭୌମତ୍ତ୍ୱ ଓ ଗଣତାନ୍ତ୍ରିକତା କୁ ଆଘାତ କରୁଛନ୍ତି! 🥲 ୩. IDBI କିଣିବାକୁ Fairfax ଦେଇଛି ୫୨,୮୭୮ କୋଟି ଟଙ୍କା, ତେବେ ଏ ଟଙ୍କା ସେ ସଂସ୍ଥା ଆଣିଛି କେଉଁଠୁ ? କିଛି ବ୍ୟାଙ୍କ ଡିପୋଜିଟ, ଆଉ କିଛି ଋଣ, ଆଉ କିଛି ନିଜ ନାଁ ରେ ଥିବା GoDigit Insurance, GoDigit Life Insurance ଆଉ IIFL Capital ର ଶେୟାର ବିକି | କେତେ ଟଙ୍କାର ଶେୟାର ବିକିଲା ? ପାଖାପାଖି ୨୮,୩୦୦ କୋଟି ଟଙ୍କାରେ! କାହାକୁ ବିକିଲା ? IDBI Bank କୁ 😂 ଏସବୁ ପରେ ବି ଯଦି ଏ ବିକ୍ରିପଟା ଆପଣଙ୍କୁ ସ୍ୱଚ୍ଛ, ସୁନ୍ଦର, ଦୁର୍ନୀତି ଗନ୍ଧ ବିହୀନ ଲାଗୁଛି, ତାହେଲେ ଅଭିନନ୍ଦନ! 🙏 ଯଦି ଅଧାରୁ ବନ୍ଦ ନକରି ଏ ବିରକ୍ତିକର ଲେଖାକୁ ଶେଷ ଯାଏଁ ପଢ଼ିଛନ୍ତି ତାହେଲେ ଆପଣଙ୍କୁ ମୋର ପ୍ରଣାମ! 🙏
3
15
399
MDR must not be imposed for ₹2000, may be waived or the limit may be increased somewhere around ₹5000/7000 and above. @nsitharamanoffc
1
1
185
ଦୋକାନୀ ସବୁ ତାଙ୍କ QR କୋଡ୍ ଓପାଡ଼ିବା/ଲୁଚେଇବା ଆରମ୍ଭ କଲେଣି! ଏଥର କେବଳ କ୍ୟାଶ୍ ରେ କିଣାବିକା ହେବ! 😂
No idea, whether it's good or bad regarding MDR on UPI .. but credit cards charges even more. Many shops don't pass it on to consumers, but some shops ask to pay that charge. Most of the time people avoid using credit cards to do the payment. Same thing will also happen with UPI.
7
13
718
𝙋𝙧𝙖𝙗𝙞𝙧࿐ retweeted
We always said, you have freedom to criticize RSS, BJP or Govt. but don't abuse our nation. ध्यान से सुनें.. हमारे झंडे और मेरे देश का अपमान मत करो। यह तुम्हें बहुत ज़्यादा महंगा पड़ेगा।
4,333
6,423
693
26,014
1,889,675
𝙋𝙧𝙖𝙗𝙞𝙧࿐ retweeted
ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସେବା, ତ୍ୟାଗ ଓ ସମର୍ପଣ ଆମ ସମାଜ ପାଇଁ ସଦା ପ୍ରେରଣାର ଉତ୍ସ । ତାଙ୍କ ଅମର ଅବଦାନକୁ ସମ୍ମାନ ଜଣାଇ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ତାଙ୍କ ନାମରେ ନାମିତ କରାଯିବା ନେଇ ନିଷ୍ପତ୍ତି ହୋଇଛି । ସେହିପରି ଜଲେଶପଟ୍ଟା ଆଶ୍ରମ, ଆଶ୍ରମ ସ୍କୁଲ ଓ କନ୍ୟାଶ୍ରମର ସାମଗ୍ରିକ ବିକାଶ ପାଇଁ CMSA ପାଣ୍ଠିରୁ ₹୧୩ କୋଟି ମଞ୍ଜୁର କରାଯାଇଛି। ଆମର ଏହି ପ୍ରୟାସ କେବଳ ମହାପୁରୁଷଙ୍କ ସ୍ମୃତିର ସଂରକ୍ଷଣ ନୁହେଁ, ବରଂ କନ୍ଧମାଳର ଜନଜାତି ସମାଜର ଶିକ୍ଷା, ବିକାଶ ଓ ସଶକ୍ତିକରଣ ପ୍ରତି ଦୃଢ଼ ସଙ୍କଳ୍ପର ପ୍ରତିଫଳନ ।
8
11
2
58
4,548
ससुराल वालों ने तो पहले ही उखाड़ फेंका था और रही सही कसर मायके वालों ने पूरी कर दी, फिर भी मन नहीं भरा!
Hello @HelleLyngSvends just see how the disgusting pro-govt trolls are attacking you & even posting your personal details online. This is what Modiji has reduced India to. Thank you again for bringing this to global attention.
143
The Tamils have never fought with Mughals & Britishers for Independence! That's the main reason I think they are obsessed with silver screen heroes over real life heroes. Chalo khush hone do unhe, unka bhi adhikar hai. #TVKVijay‌
3
5
204
Badhia jugaad hai!
Joseph Vijay's personal CA is the Finance Minister of Tamil Nadu. Joseph Vijay's car driver's son is the Transport Minister. Joseph's cook's husband is the Food Minister. The woman who makes Instagram reels for Joseph is an MLA and the IT Minister.
132
𝙋𝙧𝙖𝙗𝙞𝙧࿐ retweeted
Indian cuisine conversations often revolve around Punjabi, South Indian or Bengali food. Odiya cuisine deserves a much bigger place on that table. What struck me most was its restraint. No overload of cream, butter or chillies. Just balance, mustard, fermentation, texture and freshness. Dahi Bara Aloo Dum (popular street food), Drumstick-Brinjal Besara, Chhena Tarkari, Chakuli Pitha (like dosa) Aloo Patra Besara… all made at home.
265
730
85
3,856
183,054
ଶଳା ଡାକିଲାଣି ଦୁଇ ବର୍ଷ ତଳୁ, ମୁଁ କହିଲି ମମତା ଗଲେ ମୁଁ କୋଲକାତା ଯିବି! ପଅରଦିନ ବି ଡାକିଲା, ମୋର ସେଇ ପୁରୁଣା ଉତ୍ତର! କହିଲା ତମେ ଆଉ କୋଲକାତା ଆସି ପାରିବନି, ଦିଦି ପୁଣି ଜିତିବ! 😆😆
7
1
28
1,567
Bharatiya Janata Party (BJP) became Bahumat Janata Party in Bharat..
1
2
164
𝙋𝙧𝙖𝙗𝙞𝙧࿐ retweeted
Explored one among the many hidden gems of Odisha, nestled in yet another favorite lap of nature..Mayurbhanj district. Asurghati Waterfall !! To be honest.. my state is filled with many such hidden gems. No crowd. Full of Me Time. Pure bliss✨ 📍18kms from Rairangpur.
12
15
112
3,963
𝙋𝙧𝙖𝙗𝙞𝙧࿐ retweeted
ପଣାସଂକ୍ରାନ୍ତି ଓଡ଼ିଆ ନବ ବର୍ଷର ଶୁଭେଚ୍ଛା🙏
#ପଣାସଂକ୍ରାନ୍ତି ଓଡ଼ିଆ ନବ ବର୍ଷର ଶୁଭେଚ୍ଛା🙏
3
6
39
779
𝙋𝙧𝙖𝙗𝙞𝙧࿐ retweeted
Could you please arrange for the debris to be cleared and the covers replaced as soon as possible? We are concerned about potential flooding and public safety risks. @bmcbbsr @ChanchalRanaIAS @safabhubaneswar
3
9
5
501
𝙋𝙧𝙖𝙗𝙞𝙧࿐ retweeted
The drains in our area are currently obstructed by construction debris, sand, and gravel. Furthermore, no routine cleaning has been performed since last year, and several drain covers are broken, posing a significant safety hazard.
1
12
3
13
1,357
अमरीका को "अपना थूका हुआ चाटने" की पुरानी आदत जो है और रूस भी मजे ले रहा है!
The U.S. spent months on bullying India into ending oil imports from Russia. After two weeks of war with Iran, White House is now begging the world—incl India—to buy Russian crude. Europe thought backing illegal war on Iran would win U.S. support against Russia. Pathetic.
95
Why it always mentioned like 'safe haven' if the word 'haven' itself means a safe place?
1
75
ଶୀତୁଆ ସକାଳ!
3
130
𝙋𝙧𝙖𝙗𝙞𝙧࿐ retweeted
ଇଏ ସେଇ ବିଶିଷ୍ଟ ସାହିତ୍ୟିକ ଓ କବି ତ ଯିଏ ସୋସିଆଲ ମେଡିଆରେ ମା' ସୀତାଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଥିଲେ ଯାହା ପାଇଁ ଆଜି ଓଡ଼ିଶାର ତଥାକଥିତ ହିନ୍ଦୁତ୍ବ ନେତାଙ୍କ ଆଖିରୁ ଲୁହ ଶୁଖୁଆ ନାହିଁ!!
1
9
31
990