OVSA Balasore (@OVSABalasore) header
OVSA Balasore (@OVSABalasore) profile picture

Odisha Veterinary Service Association, Balasore District

Joined January 2023
Bilateral patellar luxation in a cow was surgically corrected by Dr Lalatendu Keshary Das,BVO Basta in village Tikirapada under Block -Basta,Dist-Balasore. @farddept @dahvsodisha @DBalasore @SecyChief @CMO_Odisha @ovsacuttack @ovsaganjam @ovsa_sambalpur
1
1
12
506
ଓଡିଶା ଜଣେ ସ୍ପଷ୍ଟବାଦୀ,ଅନୁଭବୀ,ଦକ୍ଷ ଓ ଜ୍ଞାନୀ ରାଜନେତାଙ୍କୁ ହରେଇଲା.ଅମର ଆତ୍ମା ର ସଦଗତି ହେଉ 💐💐💐 @OVSA_ODISHA @farddept @rajaaswain @DBalasore
2
3
259
Convergence meeting of ARD officials on IFS & RAD at O/O the CDVO Balasore under chairmanship of CDVO Balasore in presence of CDAO and PD watershed Balasore @CMO_Odisha @Naveen_Odisha @MoSarkar5T @rajaaswain @farddept @dahvsodisha @OVSA_ODISHA @DBalasore
1
2
166
Verification of 9000 Capacity EC Broiler Farm of Jyoti Krushna Mohanty of Block-Nilgiri of Balasore district under MKUY @CMO_Odisha @MoSarkar5T @farddept @dahvsodisha @APICOLBBSR @pcsarangi @DBalasore @OVSA_ODISHA @sureshvashishth @
5
13
367
ବିନା ପ୍ରାଣୀଚିକିତ୍ସକ ରେ ଜୀବଜନ୍ତୁ କଲ୍ୟାଣ ଓ ପ୍ରାଣିସମ୍ପଦ ର ବିକାଶ କଥା ଚିନ୍ତା କରାଯାଇ ପାରେନା @CMO_Odisha @Vkpandianfancl1 @SecyChief @rajaaswain @OVSA_ODISHA @pranabpdas @OVSA_ODISHA @kanak_news @otvnews @samajalive @sambad_odisha @NEWS7Odia @farddept
3
54
3
49
750
ଆମ ମୁଖ୍ୟମନ୍ତ୍ରୀ ସାରା ଦେଶର 1ନମ୍ବର ମୁଖ୍ୟମନ୍ତ୍ରୀ l ପ୍ରାଣିଚିକିତ୍ସା ବିଭାଗ ର ଆମୂଳଚୁଳ ରୁପାନ୍ତରଣ କରି କଥା କହିପାରୁନଥିବା ଜୀବଜନ୍ତୁଙ୍କ ଦୁଃଖ କଷ୍ଟ ପ୍ରଶମିତ କରନ୍ତୁ #ଆମ ମୁଖ୍ୟମନ୍ତ୍ରୀ ଆମ ଗର୍ବ # @Naveen_Odisha @CMO_Odisha @MoSarkar5T @OVSA_ODISHA @OVSABhadrak @ovsacuttack @OVSA_Bargarh @rajaaswain
5
82
6
75
1,070
Agitation by WHSG Members at CDVO Office, Sambalpur. The members are demanding the release of their subsidy and threatening to do suicide if subsidy not released.@CMO_Odisha @farddept @MoSarkar5T @mission_shakti @otvnews @kanak_news
12
15
182
ହସପିଟାଲ ବିକଶିତ ହେବା ଉଚିତ l ସ୍ୱାଧୀନତାର 77 ବର୍ଷ ପରେ ପ୍ରାଣିଚିକିତ୍ସା ସେବା ଯେଉଁ ସ୍ତରରେ ପହଂଚିବା କଥା ତାହା ହୋଇଛି କି?ପ୍ରାଣିସମ୍ପଦ ବିକାଶ ବିଭାଗ ର ମଙ୍ଗୁଆଳ ମାନେ କେବେ ଆତ୍ମ ନିରୀକ୍ଷଣ କରିବେ? @CMO_Odisha @farddept @OVSA_ODISHA @MoSarkar5T @IPR_Odisha @ovsacuttack @otvnews @kanak_news @samajalive
5
75
8
67
923
ଓଡ଼ିଶାରେ ଓପୋଲୋଫେଡ଼୍‌ ମାଧ୍ୟମରେ ଲୋକଙ୍କୁ ଅଧିକରୁ ଅଧିକ କୁକୁଡ଼ା ମାଂସ ଓ ଅଣ୍ଡା ଯୋଗାଇଦେବା ନିମନ୍ତେ ଓଡ଼ିଶା ରାଜ୍ୟ କୁକ୍କୁଟ ଉତ୍ପାଦନ ସମବାୟ ବିପଣନ ମହାସଂଘ ଲିଃ ଅଧିନରେ ଥିବା ସମସ୍ତ କୁକ୍କୁଟ ସମବାୟ ସମିତିକୁ କ୍ରିୟାଶୀଳ କରିବା ପାଇଁ ଆଜି କୃଷି ଭବନଠାରେ ଓପୋଲଫେଡ଼୍‌ର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କଲି। ଓପୋଲଫେଡ଼୍‌ ଦ୍ୱାରା କୁକୁଡ଼ା ମାଂସ ବିକ୍ରିକୁ ଅଧିକ ଗୁରୁତ୍ୱ ଦେଇ ବର୍ତ୍ତମାନର ଓପୋଲଫେଡ଼୍‌ ବୁଥ୍‌ରେ ପ୍ରତିଦିନର ବିକ୍ରିକୁ ବୃଦ୍ଧି କରିବା ସହିତ ସହର ଉପକଣ୍ଠ ଆଦିରେ ନୂତନ ବୁଥ୍‌ ଖୋଲିବା ଆବଶ୍ୟକ ବିଷୟରେ ଆଲୋଚନା କଲି। ଏହି ବୈଠକରେ @farddept ପ୍ରମୁଖ ଶାସନ ସଚିବ ଶ୍ରୀ @sureshvashishth, ଓପୋଲଫେଡ୍‌ର ସଭାପତି, ଓପୋଲଫେଡ୍‌ର ପରିଚାଳନା ନିର୍ଦ୍ଦେଶକ ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।
10
13
158
କୁଳପତି ଓ ପ୍ରମୁଖ ଶାସନ ସଚିବ ନିଜକୁ ଯଦି ଏହି ଛାତ୍ର ଛାତ୍ରୀ ଙ୍କ ମୁରବୀ ଭାବୁଥିବେ ତାହାଲେ ଯଥା ଶୀଘ୍ର ଏହାର ସମାଧାନ କରନ୍ତୁ @CMO_Odisha @farddept @rajaaswain @OdishaUniversi1 @OVSA_ODISHA @ovsacuttack @ovsaganjam
The whole fraternity is with you; our brave warriors. Your legitimate demands need to be addressed quickly . #hungerstrikeforveterinaryuniversity @CMO_Odisha @rajaaswain @OVSA_ODISHA @farddept @dahvsodisha @MoSarkar5T @Vkpandianfancl1
20
1
20
223
ସରକାର ତୁଳନାତ୍ମକ ଭାବେ ଏହି ଦୁଇଟି ଚିକିତ୍ସାଳୟ ର ଅବସ୍ଥାକୁ ବିଶ୍ଳେଷଣ କରି ଭାବନ୍ତୁ ପ୍ରାଣିଚିକିତ୍ସା ସେବା ର ଏ ଅବସ୍ଥା ପାଇଁ ଦା@CMO_Odisha @farddept @MoSarkar5T @rajaaswain @OVSA_ODISHA @DBalasore @OVSA_Puri @OVSABhadrak @ovsaganjam @ovsacuttack @otvkhabar @otvnews @kanak_news
9
83
7
79
1,191
କେତେକ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଅହଂ ଭାବ ଓ ଦୁରଦୃଷ୍ଟିର ଅଭାବ ପାଇଁ ଏ ଅବସ୍ଥା ସୃଷ୍ଟି ହୋଇଛି @CMO_Odisha @DBalasore @farddept @CMO_Odisha @rajaaswain @otvnews @otvkhabar @kanak_news @OVSA_ODISHA @OVSA_Bargarh @OVSA_Puri @OVSABhadrak @ovsaganjam @ovsamayurbhanj @OvsaKandhamal
6
79
13
74
1,217
ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନଠାରେ @farddept ଆନୁକୂଲ୍ୟରେ ତିନିଦିନିଆ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ- ୨୦୨୪ର ଆୟୋଜନ ହେଉଛି। ଏହି ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀ ମଣ୍ଡପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ ଫ୍ଲାଗ୍‌ସିପ୍‌ ଯୋଜନା ସମେତ ବିଭିନ୍ନ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଦର୍ଶନ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି କୃଷି ଭବନଠାରେ ବିଭିନ୍ନ ବିଭାଗ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ @krushibibhag ର ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ସମାବେଶରେ ସାରା ରାଜ୍ୟରୁ ୬୦୦୦ରୁ ଉର୍ଦ୍ଧ୍ବ ମତ୍ସ୍ୟଚାଷୀ, ଗୋପାଳକ, ପ୍ରାଣୀପାଳକମାନେ ଯୋଗଦେବେ । ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ସମେତ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ହାସଲ କରିଥିବା ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ବ୍ୟାପକ ସଚେତନତା କରାଯିବା ନିମନ୍ତେ ଏହି ସମାବେଶର ଆୟୋଜନ କରାଯାଉଛି । ଏହି ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ @sureshvashishth, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ୍‌ ଆଲାମ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ @premcchaudhary, @IPR_Odisha ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
6
4
129
facebook.com/share/p/XuGdwcx… ସରକାର ସମ୍ବେଦନଶୀଳ ଭାବରେ ଏହି ସମସ୍ୟାର ସମାଧାନ ଜଲଦି କରିବା ଉଚିତ @CMO_Odisha @farddept @Naveen_Odisha @DBalasore @OVSA_ODISHA @AboutBalasore @kanak_news @otvkhabar @otvnews @sambad_odisha @samajalive @NEWS7Odia
4
4
63
facebook.com/share/v/7uBtR9r…ଏବକ୍ୱାମ ସକାଳୁ strike ରେ ଅଛନ୍ତି କହୁଥିବା ବାଲେଶ୍ୱର CDVO ପୁଣି ଅସହାୟ ବୋଲି କହିଲେଣି l ତାଙ୍କ କଥାରେ ତାଳମେଳ ରହୁନି @OVSA_ODISHA @CMO_Odisha @DBalasore @farddept @dahvsodisha @otvkhabar @kanak_news
5
60
4
52
326
ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀ,ବାଲେଶ୍ୱର ଜିଲ୍ଲାର ସମସ୍ତ ପ୍ରାଣୀ ମାନଙ୍କ ଚିକିତ୍ସା ବ୍ୟବସ୍ଥା କରୁଥିବା କଥା କହୁଥିଲା ବେଳେ ନିଜେ strike ରେ ଭାଗ ନେଇଛନ୍ତି ବୋଲି ଲୋକଙ୍କୁ ମିଛ କହୁଛନ୍ତି @DBalasore @AboutBalasore @CMO_Odisha @farddept @OVSA_ODISHA @MoSarkar5T @ovsacuttack @OVSABhadrak
11
95
12
93
1,598
Since January 19th2024, all veterinary doctors of Odisha have been on strike, demanding 4 crucial demands be met. The state government must address these issues promptly to ensure the well-being of both animals and professionals. #VeterinaryStrike @dahvsodisha @CMO_Odisha
1
17
13
263