ଆଜିକୁ 7 ଦିନ ହେଲା ବିଦ୍ୟୁତ ନାହିଁ, କୋଣସି ଜାଗାରେ ପୋଲ ଭାଙ୍ଗିନି କି ତାର ଛିଡି ନାହିଁ ତଥାପି @TPSouthOdisha ଏରିଆକୁ ଆସି ଫଲ୍ଟ ଖୋଜି ବିଦ୍ୟୁତ ଦେଇ ପାରୁ ନାହିଁ, vvip କର୍ମଚାରୀ ମାନେ କାହିଁକି ଖେତ ଭିତରେ ଥିବା ପୋଲ କୁ ଚଢିବେ, ଏହା ତାଙ୍କର ମାନସିକତା @TataPower @CMO_Odisha @KVSinghDeo1 @otvkhabar @dmboudh
2
57
ଆଜିକୁ 6 ଦିନ ହେଲା ବୌଦ୍ଧ ଜିଲ୍ଲା ମନମୁଣ୍ଡା ସେକ୍ସନ ଦପଲା ଫିଡର ଏରିଆ ରେ ବିଦ୍ୟୁତ ନାହିଁ । ହାରାହାରି 45/50 ଖଣ୍ଡ ଗାଁ ଅନ୍ଧାରରେ । ଯେତେ ଗୁହାରି କଲେ ମଧ୍ୟ କାହାରି ଦେଖା ନାହିଁ
Village- ଲଏଡା @TataPower @TPSouthOdisha @CMO_Odisha @KVSinghDeo1 @MinOfPower
@MohanMOdisha @dmboudh
2
79
ସ୍ବାମୀ ଲକ୍ଷ୍ମାଣାନନ୍ଦସରସ୍ବତୀ ଙ୍କ ନାମରେ ଫୁଲବାଣୀ (କନ୍ଧମାଳ ) ମେଡିକାଲ କଲେଜକୁ ନାମିତ କରିଥିବାରୁ ଆନ୍ତରିକ କୃତଜ୍ଞତା । @MohanMOdisha @CMO_Odisha @dpradhanbjp @DMKandhamal @KVSinghDeo1 @spkandhamala @otvkhabar @kanak_news @ArgusNews_in
1
47
ଦୀର୍ଘ 5 ଦିନ ହେଲା ବୌଦ୍ଧ ଜିଲ୍ଲା ମନମୁଣ୍ଡା ସେକ୍ସନ ଦପଲା ଫିଡର ଏରିଆ ରେ ବିଦ୍ୟୁତ ନାହିଁ । ହାରାହାରି 45/50 ଖଣ୍ଡ ଗାଁ ଅନ୍ଧାରରେ, କୋୖଣସି ଜାଗାରେ ତାର ଛିଣ୍ଡି ନାହିଁ ତଥାପି ବିଦ୍ୟୁତ ଦିଆଯାଉ ନାହିଁ, ବଡ ବିଚିତ୍ର ଏ @TataPower @TPSouthOdisha @CMO_Odisha @KVSinghDeo1 @MinOfPower
@MohanMOdisha @dmboudh
ବିଦ୍ୟୁତ ବିଲ୍ କଲେକ୍ସନ ପାଇଁ ଯେଉଁଠି 30 ପିଲା ସେଠାରେ ବିଦ୍ୟୁତ ଯୋଗାଇବା ପିଲା ମାତ୍ର 3/4 ଏହା @TataPower ,ବର୍ଷା ହେଲେ ଗାଁ ଏରିଆ ଅନ୍ଧାରରେ ରହିବେ ଏହା Tata power ର ପାୱାର । 1912 କୁ ଗଦାଗଦା complain କିନ୍ତୁ କିଛି ଲାଭ ନାହିଁ, ଅଫିସକୁ ଗଲେ ଅଫିସ ରେ ଲାପଟପ ଧରିକି 30/40 ଜଣ ବସିଛନ୍ତି କିନ୍ତୁ ଫିଲ୍ଡରେ କେହି ନାହିଁ
84
ଗତକାଲି ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ @dpradhanbjp ଙ୍କ ଜନ୍ମଦିବସ ଅବସରରେ ବୌଦ୍ଧ ଜିଲ୍ଲା #ବାମଣ୍ଡା ଠାରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ କଲି l
151
ଗ୍ରାମାଞ୍ଚଳରେ ଚାଲିଥିବା ମୁଖ୍ୟମନ୍ତ୍ରୀ ବସ୍ ସେବା ଗୁଡିକରେ ଯେଉଁ ରାସ୍ତାରେ ପାସେଞ୍ଜର ହେଉ ନାହାନ୍ତି ସେହି ରାସ୍ତାରେ ବସ୍ କୁ ଦୈନିକ ୩ ଥର ଯିବା ଆସିବା କରିବା ପରିବର୍ତ୍ତେ ଦୈନିକ ୨ ଥର କୁ ପରିବର୍ତନ କରାଯାଇ ପାରନ୍ତା 🙏 ।
@STAOdisha @CTOdisha @CMO_Odisha @BibhutiJena93
27
ନିଜକୁ ଓଡିଶାର ଏକ ନମ୍ବର ଚେନାଲ୍ କହୁଥିବା @otvkhabar ଖବରଟି ମିଛ ଜାଣିବା ସତ୍ବେ ଲୋକଙ୍କୁ ଭ୍ରମିତ କରିବାଭଳି ଖବର ଛାଡିବା ଅତ୍ୟନ୍ତ ଲଜ୍ଯା ଜନକ । ଟଙ୍କା ରୋଜଗାର ପାଇଁ କିଛି ବି ଖବର ପରିବେଷଣ.. ଛି କି ଲଜ୍ଯା @kanak_news @ArgusNews_in @AshwiniVaishnaw @BJP4Odisha @PandaJay @CMO_Odisha @nitin_gadkari
29
ଭୁବନେଶ୍ୱର ଠାରେ ଗତକାଲି ABVP ଦ୍ଵାରା ଛାତ୍ର ବିରୋଧୀ ନବୀନ ସରକାର ବିରୁଦ୍ଧରେ ଆୟୋଜିତ ବିଶାଳ ଛାତ୍ର ହୁଙ୍କାର ସମାବେଶରେ ଆମ କଣ୍ଟାମାଳ ଅଞ୍ଚଳରୁ ଆସିଥିବା ଶତାଧିକ ଯୁବ ବନ୍ଧୁଙ୍କ ସହ ସାମିଲ ହେଲି । @BJP4Odisha
21
ରାଜ୍ୟ ସରକାରଙ୍କ ଅଧିନରେ ଥିବା ସର୍ଭେସଂସ୍ଥା ଓରିଡିଲ୍ ମନମାନି କରି ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳପଥରୁ ଫୁଲବାଣୀକୁ ବାଦ୍ ପକାଇଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
@otvnews @kanak_news @ArgusNews_in @sambad_odisha @Naveen_Odisha @CMO_Odisha @_anugarg #ORIDL @AshwiniVaishnaw @dpradhanbjp @BJP4Odisha
51
ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳପଥରୁ ଫୁଲବାଣୀକୁ ବାଦ୍ ପକାଇଦେବା ଆଦୌ ଗ୍ରହଣୀୟ ନୁହେଁ, ରାଜ୍ୟ ସରକାର ଏବଂ ସର୍ଭେ ସଂସ୍ଥା #ORIDL ମିଶି କନ୍ଧମାଳ ପ୍ରତି ବୈମାତୃକ ମନୋଭାବ ଚଳିବ ନାହିଁ । ତୁରନ୍ତ ପୁନର୍ବିଚାର କରାଯାଉ @CMO_Odisha @Naveen_Odisha @AshwiniVaishnaw @dpradhanbjp @CTOdisha @TukuniSahu @_anugarg
ଅନୁସୂଚିତ ବସ୍ତି ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ, ବୌଦ୍ଧ ଜିଲ୍ଲା ଆମ ଶୁଣ୍ଡିପଦର ପଞ୍ଚାୟତ ଅନ୍ତର୍ଗତ ଶୁଣ୍ଡିପଦର ଠାରେ । ବିଜେପି ସରକାରଙ୍କ ସମସ୍ତ ଜନହିତକାରୀ ଯୋଜନା ବିଷୟରେ ଆଲୋଚନା ହେଲା । ଅନୁସୂଚିତ ବର୍ଗଙ୍କୁ ସର୍ବଦା ମୋଦି ସରକାରଙ୍କ ପ୍ରାଧାନ୍ୟ ରହି ଆସୁଛି @BJP4Odisha @dpradhanbjp @Bishweswar_Tudu @SamalManmohan7
3
30
କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା ଅନ୍ତର୍ଗତ ଗ୍ରାମୀଣ ମଣ୍ଡଳର ମଣ୍ଡଳ ସତ୍ଯାପନ ବୈଠକ ରେ ଯୋଗଦେଲି @BJP4Odisha @BJYMinOD @dpradhanbjp @tankadharbjp @Bishweswar_Tudu
24
Replying to @DMKandhamal
@DMKandhamal ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଫୁଲବାଣୀ ରକ୍ତଭଣ୍ଡାର ଠାରେ ପୁର୍ବରୁ ଅନୁମତି ନେଇ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲୁ କିନ୍ତୁ ରକ୍ତ ନେବା ବେଳେ ଓଜନ ମେସିନ ନଥିବାରୁ ଏବଂ ରକ୍ତ ଭଣ୍ଡାର ଅଧିକାରୀ ମାନେ ଆମର ଏଠି ଏମିତି ହୁଏ କହିବାରୁ ଶିବିରକୁ ଅଧାରେ ବନ୍ଦ କରି ଦିଆଯାଇଛି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ
1
24
ସର୍ଭେ ସଂସ୍ଥା ଓରିଡିଏଲ୍ ସହ ମିଶି ବୈମାତୃକ ମନୋଭାବ ରଖି ଗୋପାଳପୁର - ସମ୍ବଲପୁର ରେଳ ପ୍ରକଳ୍ପରୁ ଫୁଲବାଣୀକୁ ବାଦ୍ ପକାଇ ଦେଇଛନ୍ତି ରାଜ୍ୟ ସରକାର । ନକ୍ସା ପୁର୍ବ ଆଧାରିତ ନହେଲେ ଆନ୍ଦୋଳନ ଭୟାବହ ହେବ @CMO_Odisha @Naveen_Odisha @OdishaRail @AshwiniVaishnaw @dpradhanbjp @Bishweswar_Tudu @pranabpdas @DMKandhamal
ନିର୍ଲଜତାର ସିମା ପାର କରି ସାରିଲାଣି କନ୍ଧମାଳ ଜିଲ୍ଲା ପ୍ରଶାସନ @DMKandhamal @spkandhamal ହାତ ବାନ୍ଧି ବସିଛନ୍ତି। ପିଡିତଙ୍କୁ ଧମକ ଦୋଷୀକୁ ସୁରକ୍ଷା ଦେଉଛି କନ୍ଧମାଳ ପ୍ରଶାସନ । ସତେ ଯେମିତି ଶିକ୍ଷକ ଜଣକ ଜିଲ୍ଲାପାଳଙ୍କ ପିଠିର ଭାଇ ପରି ମନେ ହେଉଛି । ଏହା ତୁମର @MoSarkar5T କି ?? @CMO_Odisha @Naveen_Odisha
5
48
ସେ ଥିଲେ VK ଶଶିକଳା
ଆଉ ଇଏ ହେଲେ
VK ପାଣ୍ଡିଆନ୍ .. ସମାନ ବଂଶଧର, ରକ୍ତ ବହୁଛି ମାନେ ଚିନ୍ତନ ମଧ୍ୟ ସମାନ ନିଶ୍ଚିତ ହେବ @Naveen_Odisha @BJP4Odisha @dpradhanbjp @CMO_Odisha @AshwiniVaishnaw @kanak_news @otvnews @Bishweswar_Tudu @tankadharbjp @GMohapatraBjp
ନୈପଥ୍ଯ ନାୟକ ସାଜିଛନ୍ତି ସାଂସଦ ଅଚ୍ୟୁତ ସାମନ୍ତ । ଗଞ୍ଜେଇ ଅଞ୍ଚଳରେ କିଏ ଥାନାବାବୁ ହେବ ତାହା ସାଂସଦ ସ୍ଥିର କରନ୍ତି ।ଗଞ୍ଜେଇ ଚାଷ ପାଇଁ ପ୍ରୋତ୍ସାହନ ଏବଂ ପୋଲିସ ଲଗାଇ ତାଙ୍କ ଠାରୁ ବଟି କଲେକ୍ସନ ଉଭୟ ପଛରେ ସାଂସଦ @BJP4Odisha @CMO_Odisha @dpradhanbjp @AshwiniVaishnaw @tankadharbjp @Bishweswar_Tudu @PandaAvilash
1
6
75
ପୋଲିସ୍ ଥାନା ଗାଡ଼ିରେ ବେପାର କଲେ ଚାକିରିରୁ ବିରତି କିନ୍ତୁ ଅନ୍ୟ କେହି ସାଧାରଣ ଲୋକ କଲେ NDPS act ରେ ଜେଲ୍ । ସମାନ ଦୋଷ କିନ୍ତୁ ଅଲଗା ଅଲଗା ଲୋକଙ୍କ ପାଇଁ ଅଲଗା ଅଲଗା ନିୟମ । ତୁମ୍ କରୋ ତୋ ରାସ୍ ଲିଲା .... @odisha_police @MoSarkar5T
1
1
30
ଗତକାଲି ରାତି ଠାରୁ ଆଜି ପର୍ଯ୍ୟନ୍ତ ମନମୁଣ୍ଡା ଅନ୍ତର୍ଗତ ଦପଲା ଫିଡର୍ ରେ କରେଣ୍ଟ ନାହିଁ। @TPSODL କର୍ମଚାରୀ ମାନେ ନିଦ ବଟିକା ଖାଇକି ସୋଇ ପଡ଼ିଛନ୍ତି ବୋଧେ । ଜେଇ କୁ ପଚାରିଲେ ଷ୍ଟାଫ୍ ସଟ୍ ତେଣୁ କେତେବେଳେ ସଜାଡିବାକୁ ଯିବେ କହି ହେଉନାହିଁ ବୋଲି କହୁଛନ୍ତି । ଅନ୍ଯ ସମସ୍ତ ଷ୍ଟାଫ୍ ଙ୍କ ମୋବାଇଲ୍ ବନ୍ଦ୍ । @dmboudh @MoSarkar5T
3
3
186






























