Shree Anna Abhiyan retweeted
A Farmer Field School session on finger millet (ragi) cultivation was conducted at Naktikani village, Golamunda Block, Kalahandi, under the FAO-GEF-7 FOLUR Impact Program, Odisha, with active participation from the BFT, Ward Member, Krushak Saathi, and local farmers.
The session focused on Integrated Weed Management (IWM) during the vegetative stage, covering manual, mechanical, and chemical weed control methods alongside appropriate safety precautions. Intercultural operations and chemical weed management were demonstrated directly in the FFS plot. This hands-on session strengthened farmers’ practical knowledge of IWM to promote healthier crop growth and ensure effective weed control.
Shree Anna Abhiyan retweeted
A new Millet Shakti Cafe was inaugurated at the Agriculture Campus in Phulbani. The ceremony was graced by the Hon’ble MLA, Phulbani, and the Special Development Council (SDC) Chairman, Kandhamal, alongside the District Collector, SP, Kandhamal, and other senior officials.
The newly opened outlet offers a wide variety of value-added millet delicacies, including Foxtail Kheer, Sorghum Papad, Ragi Ladoo, Sorghum Kakra, and Ragi Arisha.
Shree Anna Abhiyan retweeted
ସେବା ଓ ସଂକଳ୍ପର ସଫଳ ରୂପାୟନରେ କୃଷକଙ୍କ ପାଇଁ ସୃଷ୍ଟି ହେଉଛି ନୂଆ ଜୀବିକାର ସୁଯୋଗ। ଶ୍ରୀ ଅନ୍ନ ଯୋଜନାର ସହଯୋଗରେ ଜଗତସିଂହପୁରର ସୁଲୋଚନା ମହାନ୍ତି ଦୁଇ ଏକର ଜମିରେ ମାଣ୍ଡିଆ ଚାଷ କରି ନିଜ ଆୟର ନୂଆ ଉତ୍ସ ସୃଷ୍ଟି କରିପାରିଛନ୍ତି। ପଡ଼ିଆ ପଡ଼ିଥିବା ଜମିକୁ ଚାଷ ଉପଯୋଗୀ କରି ଆଜି ସେ ନିଜ ପରିଶ୍ରମରେ ଆତ୍ମନିର୍ଭରତାର ପଥରେ ଆଗକୁ ବଢ଼ୁଛନ୍ତି।
କୃଷକଙ୍କ ଆୟ ବୃଦ୍ଧି, ଜୀବିକାର ସୁଯୋଗ ସୃଷ୍ଟି ଓ ଆତ୍ମନିର୍ଭରତାକୁ ପ୍ରୋତ୍ସାହନ ଦେବା ହିଁ ସରକାରଙ୍କ ପ୍ରାଥମିକତା।
#SebaSankalp #SamruddhaOdisha #SevaSankalpAbhiyan
#कहानी_बदलाव_की
Shree Anna Abhiyan retweeted
ସଂଘର୍ଷରୁ ସଫଳତା
#successfulfarmer
Shree Anna Abhiyan retweeted
Smt. Salame Minyaka, progressive woman farmer from Upper Kutinga (Laxmipur), adopted SMI during Kharif 2026–27.
Timely weeding at 20–25 DAT using a cycle weeder done as per PoP—boosting crop growth & productivity.
@krushibibhag @MilletsOdisha
#SMI #WomenFarmers #Millets #Laxmipur
Shree Anna Abhiyan retweeted
ଶ୍ରୀ ଅନ୍ନ ଅଭିଯାନ ଅଧିନରେ କୋରାପୁଟ ଜିଲ୍ଲାରେ 'ଶ୍ରୀ ପଦ୍ଧତି'ରେ ମାଣ୍ଡିଆ ଚାରା ରୋପଣ ପ୍ରକ୍ରିୟା ଜାରି ରହିଛି।ଚାଷୀମାନେ ଘାସ ପରିଚାଳନା ସହିତ ଶ୍ରମ ହ୍ରାସ ଏବଂ ଫସଲ ବୃଦ୍ଧି ନିମନ୍ତେ ସାଇକେଲ ୱିଡ଼ର୍ ବ୍ୟବହାର କରୁଛନ୍ତି। ଏହାସହିତ ଉନ୍ନତ କୃଷି ପଦ୍ଧତି ଅବଲମ୍ବନ କରି ଜିଲ୍ଲାରେ ମାଣ୍ଡିଆ ଚାଷକୁ ଅଧିକ ସୁଦୃଢ଼ କରିବା ସହ ଉତ୍ପାଦନ ବୃଦ୍ଧି ନିମନ୍ତେ ପ୍ରୟାସ କରୁଛନ୍ତି।
Shree Anna Abhiyan retweeted
During the State-level Independence Day celebrations, the Hon’ble Chief Minister felicitated the Commissioner-cum-Secretary, DA&FE, and his team for an impressive tableau showcased during the State-level Republic Day parade. The tableau highlighted the Shree Anna Abhiyan and the Balabhadra Jaivik Chasa Mission .
Shree Anna Abhiyan retweeted
ସଂରକ୍ଷକ ଚାଷୀ ବାସନ୍ତୀ, ଚାଷ ଯୋଗୁଁ ବଦଳିଛି ଆର୍ଥିକ ସ୍ଥିତି
#farmerofOdisha
#inspiringwomanfarmer
Shree Anna Abhiyan retweeted
ପ୍ରାକୃତିକ ଚାଷର ଫାଇଦା ସମ୍ପର୍କରେ ଜାଣନ୍ତୁ
#naturalfarming
Shree Anna Abhiyan retweeted
The transplantation of nine purified landrace Ragi (finger millet) varieties under the Multi-Location Trial (MLT) under Shree Anna Abhiyan has been successfully completed at Komna Block in District Nuapada. Landrace seeds represent the gold standard of indigenous climate resilience, carrying rich nutritional value, drought tolerance, and natural pest resistance honed over generations of local farming wisdom. By bringing these native varieties into structured scientific multi-location trials, the mission is reviving lost agro-biodiversity while empowering smallholder farmers with resilient, high-performing crop choices.
Shree Anna Abhiyan retweeted
ବଢିବ ଅମଳ, କମିବ ଖର୍ଚ୍ଚ - ଗଞ୍ଜାମ ଜିଲ୍ଲାର ଚାଷୀମାନେ 'ଶ୍ରୀ ଅନ୍ନ ଅଭିଯାନ' ଯୋଜନାରେ ମାଣ୍ଡିଆ ତଳି ରୋପଣ ସମୟରେ ସମାନ ଦୂରତା ବଜାୟ ରଖିବା ପାଇଁ ହାତ ତିଆରି ମାର୍କର୍ ବ୍ୟବହାର କରୁଛନ୍ତି। ଏହା ଦ୍ୱାରା ଜଳ ସେଚନ ଏବଂ ସାର ଦେବା ସହଜ ହେବ, ଅମଳ ବୃଦ୍ଧି ପାଇବ।
Shree Anna Abhiyan retweeted
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବନ୍ୟା ପ୍ରଭାବିତଙ୍କ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି।
ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ପରେ ଆବଶ୍ୟକ ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ରାସ୍ତା, ସେତୁ ଓ କ୍ଷତିଗ୍ରସ୍ତ ଅନ୍ୟାନ୍ୟ ଭିତ୍ତିଭୂମିର ମରାମତି ପାଇଁ ଚୁଡାନ୍ତ ଆକଳନ ପରେ ସହାୟତା ଯୋଗାଇ ଦିଆଯିବ।
ଏହି ନିଷ୍ପତ୍ତି ଅନୁଯାୟୀ ଘରବାଡ଼ି କ୍ଷତିଗ୍ରସ୍ତ ପରିବାରମାନଙ୍କ ପାଇଁ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହର ମରାମତି ନିମନ୍ତେ ୧.୨୦ ଲକ୍ଷ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬,୫୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଘର ପାଇଁ ୪,୦୦୦ ଟଙ୍କା, ଭାଙ୍ଗିଯାଇଥିବା କୁଡ଼ିଆ ଘର ପାଇଁ ୮,୦୦୦ ଟଙ୍କା ଓ ଗୁହାଳ ଘର ପାଇଁ ୩,୦୦୦ ଟଙ୍କା ଦିଆଯିବ।
କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ଫସଲ ବା ଉଦ୍ୟାନ କ୍ଷୟକ୍ଷତି ନିମନ୍ତେ ଅଣଜଳସେଚିତ ଅଞ୍ଚଳ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଜମିରେ ୧୭,୦୦୦ ଟଙ୍କା ଏବଂ ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ହିସାବରେ ସହାୟତା ଯୋଗାଇ ଦିଆଯିବ।
ବନ୍ୟାଜନିତ ମୃତ୍ୟୁ ଘଟଣାରେ ୬ ଜଣ ମୃତକଙ୍କ ନିକଟମ ପରିବାରକୁ ବିପର୍ଯ୍ୟୟ ସହାୟତା ପାଣ୍ଠି (SDRF) ନିୟମାନୁଯାୟୀ ୨୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା (Ex-gratia) ପ୍ରଦାନ କରାଯିବ।
ମୃତ ଗୃହପାଳିତ ପଶୁମାନଙ୍କ ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯିବ। ଦୁଧିଆଳୀ ପଶୁ ଯଥା ମଇଁଷି, ଗାଈ ପିଛା ୩୭,୫୦୦ ଟଙ୍କା, ଛେଳି ବା ମେଣ୍ଢା ପିଛା ୪,୦୦୦ ଟଙ୍କା, ଭାରବାହୀ ପଶୁ ଯଥା ବଳଦ, ମଇଁଷି, ଘୋଡ଼ା ପିଛା ୩୨,୦୦୦ ଟଙ୍କା, ବାଛୁରୀ, ଗଧ ଏବଂ ଖଚର ପିଛା ୨୦,୦୦୦ ଟଙ୍କା ହିସାବରେ ପ୍ରାରମ୍ଭିକ ଆକଳନ ଅନୁଯାୟୀ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ।
ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାର ପର୍ଯ୍ୟନ୍ତ ତୁରନ୍ତ ରିଲିଫ୍ ଓ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପହଞ୍ଚାଇବା ପାଇଁ ପ୍ରଶାସନ ନିରନ୍ତର କାର୍ଯ୍ୟ କରୁଛି। ବରିଷ୍ଠ ଅଧିକାରୀମାନେ ପରିସ୍ଥିତିର ଚବିଶ ଘଣ୍ଟିଆ ସମୀକ୍ଷା କରୁଥିବା ବେଳେ ରିଲିଫ୍, ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟ ସ୍ୱାଭାବିକ ପରିସ୍ଥିତି ଫେରିବା ପର୍ଯ୍ୟନ୍ତ ଜାରି ରହିବ।
Shree Anna Abhiyan retweeted
ଚଳିତ ବନ୍ୟା ଯୋଗୁଁ ଦେଖାଯାଇଥିବା ଚାଷ ଜନିତ ବିଭିନ୍ନ ସମସ୍ୟାର ପ୍ରତିକାର ପାଇଁ କୃଷି ସମୃଦ୍ଧି ହେଲ୍ପ ଲାଇନ୍ ୧୫୫୩୩୩ରେ ଯୋଗାଯୋଗ କରନ୍ତୁ























