
This is the official twitter handle Talcher Municipality. Please share #views and #contribute in making of sustainable city.
Talcher, Angul District
Joined December 2021
- Tweets78
- Following23
- Followers219
- Likes57
ଶ୍ରୀ ପ୍ରଜ୍ଞାନନ୍ଦନ ଗିରି (ଆଇ.ଏ.ଏସ୍.), ଉପ-ଜିଲ୍ଲାପାଳ, ତାଳଚେର, ନିଜ ଦାୟିତ୍ୱ ସହିତ ତାଳଚେର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ଏବଂ ଆଜି ତା.୨୬.୧୦.୨୦୨୬ ରିଖ ଅପରାହ୍ନରେ ଏହି ଦାୟିତ୍ୱରେ ଯୋଗ ଦେଇଛନ୍ତି ।
@HUDDeptOdisha
@angul_dm
@sub_talcher
🤖 Made with AI
3
83
୨୬ ସେପ୍ଟେମ୍ବର ରୁ ୦୭ ନଭେମ୍ବର ୨୦୨୬ ମଧ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବୁଥ ସ୍ତରୀୟ ଅଧିକାରୀ (BLO) ମାନଙ୍କ ଦ୍ଵାରା ଘରକୁ ଘର ବୁଲି ଭୋଟର ତାଲିକା ସଂଶୋଧନ କରାଯିବ । ଏଣୁ ସମସ୍ତ ଜନସାଧାରଣ ମାନଙ୍କୁ ଅନୁରୋଧ ଅଧିକାରୀ ମାନଙ୍କୁ ସଠିକ ତଥ୍ୟ ପ୍ରଦାନ କରିବା ସହିତ ସେମାନଙ୍କୁ ସହଯୋଗ କରନ୍ତୁ ।
@sub_talcher
@angul_dm
1
49
Connecting people. Expanding opportunities.
Bhubaneswar, Odisha hosted the #UMI2026 inaugural session, graced by Hon’ble Union MoS Shri Tokhan Sahu & Hon’ble Odisha H&UD Minister Dr. Krushna Chandra Mahapatra—advancing the vision of inclusive urban mobility.
#OdishaOnTheMove
26
From Bhubaneswar, Odisha—a shared vision for better-connected cities!
Hon’ble Union MoS Shri Tokhan Sahu & Hon’ble Odisha H&UD Minister Dr. Krushna Chandra Mahapatra graced the #UMI2026 inaugural session, setting the stage for dialogue on sustainable mobility.
#OdishaOnTheMove
1
31
Bhubaneswar, Odisha takes centre stage for urban mobility!
Hon’ble Union MoS Shri Tokhan Sahu and Hon’ble Odisha H&UD Minister Dr. Krushna Chandra Mahapatra graced the inaugural session of the 19th Urban Mobility India Conference & Exhibition.
#UMI2026 #OdishaOnTheMove
69
As part of the Swachhata Hi Seva–2026 Campaign, an Exposure Visit of School Students to the Waste Management Centre (MCC&MRF) and Faecal Sludge Treatment Plant (FSTP) was organized by Talacher Municipality
@SwachhBharatGov
@angul_dm
@HUDDeptOdisha
@sub_talcher
2
104
ତାଳଚେର ପୌରପାଳିକା ଅନ୍ତର୍ଗତ ପ୍ରତ୍ୟେକ ଗୃହରେ '#ସ୍ୱଚ୍ଛତା_ହିଁ_ସେବା_୨୦୨୬' ଅଭିଯାନକୁ ସଫଳତାର ସହ ରୂପାୟନ କରିବା ପାଇଁ ଏକ ସ୍ୱତନ୍ତ୍ର ଶୁଭାରମ୍ଭ ଉତ୍ସବ ଆୟୋଜିତ କରାଯାଇଥିଲା । ଚଳିତ ବର୍ଷ ଏହି ଜାତୀୟ ଅଭିଯାନର ମୂଳ ମନ୍ତ୍ର ବା ବିଷୟବସ୍ତୁ ହେଉଛି "#ସ୍ୱଚ୍ଛତା_ମେଁ_ସହଭାଗିତା; #ସ୍ୱଚ୍ଛ_ଭାରତ_ବିକଶିତ_ଭାରତ" l
2
60
ସ୍ୱଚ୍ଛ ବାୟୁ ସର୍ବେକ୍ଷଣରେ ଭାରତର ୧୩୦ଟି ସହର ମଧ୍ୟରୁ ତାଳଚେର ପୌରପାଳିକା ତୃତୀୟ ପୁରସ୍କାର ହାସଲ କରିଛି। ଆଜି ତା.୦୭.୦୯.୨୦୨୬ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ତାଳଚେର ପୌରପାଳିକାର ନିର୍ବାହୀ ଅଧିକାରୀ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି ।
1
3
125
ତାଳଚେର ପୌର ପରିଷଦ ଓ ଟାଟା ଷ୍ଟିଲ ଫାଉଣ୍ଡେସନର ମିଳିତ ପ୍ରୟାସରେ ଆୟୋଜିତ ଦୁଇଦିନିଆ ସ୍ୱତନ୍ତ୍ର କର୍ମଶାଳା ‘ସହଯୋଗ’ ତାଳଚେରସ୍ଥିତ ହୋଟେଲ ଗ୍ରୀନ ପାର୍କରେ ସଫଳତାର ସହ ଅନୁଷ୍ଠିତ ହୋଇଛି
@CMO_Odisha
@IPR_Odisha
@hudd_odisha
@MoHUA_India
@tatasteelfoundation
2
81
ଆମ୍ଭ ତାଳଚେର ପୌରପାଳିକାର ସ୍ୱଚ୍ଛ ସାଥୀ, ଶ୍ରୀମତୀ ଲିଲିଲତା ପ୍ରଧାନ, "ସହଯୋଗ" ତାଲିମ ଅଧିବେଶନ ସମୟରେ ଓଡ଼ିଶାର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଉଷା ପାଢୀଙ୍କୁ ଭେଟିଛନ୍ତି। ସେ (ଓଡ଼ିଶା ଅର୍ବାନ ଏକାଡ଼େମୀ) OUA ବିଭାଗ କ୍ୟାମ୍ପସରେ "ସହଯୋଗ" କାର୍ଯ୍ୟକ୍ରମରେ ତାଙ୍କର କର୍ମଶାଳା ସଫଳତାର ସହିତ ସମାପ୍ତ କରିଛନ୍ତି ।
@pmsvanidhi
4
42
https://xitter.cf/t.co/onXsk8EHpL Six years ago, the PM SVANidhi scheme unlocked new dreams and endless possibilities for lakhs of street vendors across India. Today, we celebrate #6YearsofPMSVANidhi and its remarkable achievements.
42
The Self-Enumeration Programmme under Census 2027 of the identified VVIPs & VIPs under Talcher Municipality has been undertaken in the presence of Supervisors, Enumerators & Field Trainers.
4
86
2nd Phase Census training for Enumerators and Supervisors at Mandapal Multipurpose Hall, Talcher on behalf of Talcher Municipality.
2
108
1st Phase Census Training for Enumerators and Supervisors at Mandapal Multipurpose Hall, Talcher on behalf of Talcher Municipality.
3
84
ଆଜି ତାଳଚେର ପୌରପରିଷଦ କାର୍ଯ୍ୟାଳୟରେ “୧୬ ତମ ଜାତୀୟ ମତଦାତା ଦିବସ” ଅବସରରେ ମତଦାନ ସଚେତନତା ସମ୍ପର୍କିତ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଶ୍ରୀ ପବିତ୍ର ଭୁତିଆ, ନଗରପାଳଙ୍କ ଅଧ୍ୟକ୍ଷତାରେ ସମସ୍ଥ ପୌରକର୍ମଚାରୀଙ୍କ ଉପସ୍ଥିତିରେ ସରକାରଙ୍କ ନିର୍ଦେଶବଳୀ ଅନୁଯାୟୀ ସମାପନ କରଯାଇଥିଲା ।
#NVD2026
1
90




































