Historic day for India because of Commonwealth Games result @Glasgo
71
ଇଂରାଜୀ ନବବର୍ଷ ୨୦୨୫ର ଶୁଭ ଅବସରରେ ମୋର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ନବବର୍ଷ ସମସ୍ତଙ୍କ ପାଇଁ ଉତ୍ସାହ ଓ ଉଦ୍ଦୀପନାର ବର୍ଷ ହେଉ।
#happynewyear2025
@BJP4Odisha
2
53
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ତଥା ସାରସ୍ୱତ ସାଧକ 'ସ୍ୱଭାବ କବି' ଗଙ୍ଗାଧର ମେହେରଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ।
29
ଜୟ ଜଗନ୍ନାଥ 🙏🙏🙏
ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତ ଓଡ଼ିଶାବାସୀ ତଥା ମୋ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ ଅପାର କରୁଣାରୁ ସମସ୍ତଙ୍କ ଆର୍ଥିକ ବିକାଶ ସହିତ ଜୀବନ ସୁଖ ଓ ଶାନ୍ତି ପୂର୍ଣ୍ଣ ହେଉ ଏହାହିଁ କାମନା।
@BJP4Odisha
5
52
ଓଡ଼ିଶାର ପୂର୍ବତନ ରାଜ୍ୟପାଳ, ବିଶିଷ୍ଟ ରାଜନେତା, ଆଇନଜୀବୀ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସମାଜସେବା ସହ ଓଡ଼ିଶାରେ ତାଙ୍କ କାର୍ଯ୍ୟକାଳରେ ହୋଇଥିବା କାମ ଗୁଡିକ ଚିର ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।
3
59
ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ‘ରଜ’ ଉପଲକ୍ଷେ ହାର୍ଦ୍ଦିକ ଶୁଭକାମନା । ରଜ ଆମ ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ । ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜା କରିବା ଏବଂ ସମ୍ମାନ ଜଣାଇବାର ସ୍ୱତନ୍ତ୍ର ପରମ୍ପରା । ପ୍ରକୃତି ସହ ଯୋଡ଼ିହେବାର ଏହି ମହାନ ପରମ୍ପରା ସମାଜରେ ଭାଇଚାରାକୁ ଆହୁରି ସୁଦୃଢ଼ କରୁ, ଏହା କାମନା ।
4
51
ଓଡ଼ିଶାରେ ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅବସରରେ ଆମ ଓଡ଼ିଆ ଅସ୍ମିତାକୁ ପାଥେୟ କରି ଆମ ରାଜ୍ୟର ପଲ୍ଲୀ ଗ୍ରାମ ଠାରୁ ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀର ପରିଷ୍କାର ପରିଚ୍ଛନ୍ନତା ସହ ପ୍ରତିମୂର୍ତ୍ତୀ ଗୁଡିକରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ନେଇ
ଗତ ୭ ତାରିଖ ଦିନ ରାଜ୍ୟର ରାଜ୍ୟପାଳଙ୍କ ସମେତ ସମସ୍ତ ବିଭାଗର ସଚିବ,ନିର୍ଦ୍ଦେଶକଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲି ।
ଅନୁରୋଧ କରିବା ପରେ ଓଡ଼ିଆ ପରିବାର ,ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ବିଭାଗକୁ ଜରୁରୀ ମନେ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି।
#ଜୟ_ଶ୍ରୀ_ରାମ
@BJP4Odisha @dpradhanbjp
1
24
ଆମ ନିର୍ବାଚନ ମଣ୍ଡଳୀ ଆଠମଲ୍ଲିକ ଅନ୍ତର୍ଗତ ହିମିତିରା ଗ୍ରାମକୁ ଆଜି ମୁଁ ଯାଇ ଘରକୁ ଘର ବୁଲି ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁ ଓ ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେବା ସହ ଦୁଇଟି ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ ପ୍ରଦାନ କରିବାକୁ ଅନୁରୋଧ କରିଛି ।
@BJP4Odisha @dpradhanbjp @narendram
2
43
ଆଜି ଆମ ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁଙ୍କ ବାସଭବନ ଠାରେ ଉତ୍ତରାଞ୍ଚଳର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଶ୍ରୀ ମଦନ କୌଶିକଙ୍କୁ ଭେଟିବା ସହ ନିର୍ବାଚନ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଛି।
42
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ ନେତୃତ୍ୱ ଉପରେ ଭରସା କରି ଆମ ଆଠମଲ୍ଲିକ ନିର୍ବାଚନମଣ୍ଡଳୀ ଅନ୍ତୁଳିଆ ପଞ୍ଚାୟତର ବିଜେଡି ନେତା ସଞ୍ଜୀବ କୁମାର ସ୍ୱାଇଁ, ବିଦ୍ୟାଧର ଗଡନାୟକ, ତ୍ରିନାଥ ଗଡନାୟକ ଏବଂ ଦିଲ୍ଲୀପ ପ୍ରଧାନ ବିଜେପିରେ ସାମିଲ ହୋଇଥିବାରୁ ଧନ୍ୟବାଦ । ଆପଣ ମାନଙ୍କ ଯୋଗଦାନ ମୋଦୀଙ୍କ ହାତମୁଠାକୁ ଆହୁରି ଟାଣ କରିବ ।
5
55
ଯୋଡ଼ି ଫୁଲ ବହୁତ ଭଲ ... ।
ଯୋଡ଼ି ଶଙ୍ଖ ବହୁତ୍ ଦୁଃଖ... ।
#ଜୟ_ଶ୍ରୀ_ରାମ
2
50
























