Hasima Khatun retweeted
Replying to @rashtrapatibhvn
ରାଷ୍ଟ୍ରପତି ମହୋଦୟ ଦୟାକରି ଓଡ଼ିଶାରେ ଥିବା ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ଚାକିରି କାଳରେ ମୃତ୍ୟୁ ବରଣ କରିଥିବା ସଦସ୍ୟଙ୍କ ପରିବାରକୁ ଓଡ଼ିଶା ସରକାର ନ୍ୟାୟ ଦେବାରେ ଅସମର୍ଥ , ମା ଦ୍ରୌପଦୀ ମୁର୍ମୁ ମହୋଦୟ ଆପଣଙ୍କୁ ବିନମ୍ର ପ୍ରଥନା କି ବାପା ଛେଉଣ୍ଡ ପିଲାମାନଙ୍କୁ ଦୟାକରି rehabilitation assistance ରେ ଚାକିରି ଦୀୟନ୍ତୁ – at Bhubaneshwar, India
Hasima Khatun retweeted
Replying to @CMO_Odisha
@CMO_Odisha
@MoSarkar5T
@PradeepJenaIAS
#justiceforRAapplicants
ମାନ୍ୟବର ମୁଖ୍ୟମନ୍ତ୍ରୀ ନଵୀନ ବାବୁ 5ଟି ସଚିବ ପାଣ୍ଡିଆନ ବାବୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ମହୋଦୟ ଆଉ କେତେଦିନ ଏମିତି ଦୁଃଖ କଷ୍ଟରେ ମୃତକ ସରକାରୀ କର୍ମଚାରୀ ପରିବାର ବଞ୍ଚିବ ଆପଣ ଟିକେ ଦୟାକରି ଆମ ପ୍ରତି ଦୃଷ୍ଟି ଦିଅନ୍ତୁ ଆମକୁ ନ୍ୟାୟ ମିଳୁ
Hasima Khatun retweeted
Replying to @kumarsidhanta @CMO_Odisha @Naveen_Odisha @SecyChief @PradeepJenaIAS @Vkpandianfancl1 @rashtrapatibhvn
ଆଜକୁ 21 ଦିନ ହେଲା ଆମେ ମନେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛୁ। ଶୀତ,ବର୍ଷା ,ଖରା ରେ ଆମେ ପଡ଼ିରହିଛୁ ଏଥିପ୍ରତି ସରକାରଙ୍କର ଦୃଷ୍ଟି ନାହିଁ। ନା ଆମର ଅନୁକମ୍ପା ରାଶି ମିଳିଛି।କାରଣ ଆମେ ବ୍ଲକଗ୍ରାଣ୍ଟ କର୍ମଚାରୀଙ୍କ ପରିବାର।ଆମ ପାଖରେ ଖାଇବାକୁ ବି ପଇସା ନାହିଁ ଆମେ ବହୁତ ହଇରାଣ ହେଉଛୁ। ତେଣୁ ସରକାରଙ୍କ ଆମ ଦୁଃଖ ବୁଝନ୍ତୁ।🙏🏻
Hasima Khatun retweeted
Replying to @CMO_Odisha
@CMO_Odisha @Naveen_Odisha @SecyChief @PradeepJenaIAS @Vkpandianfancl1 @rashtrapatibhvn JUSTICE FOR REHABILITATION ASSISTANCE APPLICANTS #JusticeforRAapplicants
Hasima Khatun retweeted
ମୃତ କର୍ମଚାରୀ ପରିବାର ଥଇଥାନ ଯୋଜନା ୧୯୯୦ ମସିହା ବିଜ୍ଞପ୍ତି ଅନୁଯାୟୀ ନିଯୁକ୍ତି ଦିଅନ୍ତୁ ଏବଂ ୨୦୨୦ ବିଜ୍ଞପ୍ତି କୁ ତୁରନ୍ତ ବାତିଲ କରନ୍ତୁ ।
Full Video 👉 fb.watch/js03XZZgdj/
#Odisha #NaveenPatnaik #CMO_Odisha #Congress #RahulGandhi #ManasChoudhury
Hasima Khatun retweeted
Replying to @CMO_Odisha
@CMO_Odisha @Naveen_Odisha @PradeepJenaIAS @SecyChief
JUSTICE FOR REHABILITATION ASSISTANCE APPLICANTS #JusticeforRAapplicants
Hasima Khatun retweeted
Replying to @CMO_Odisha
@CMO_Odisha @Naveen_Odisha @Vkpandianfancl1 @SecyChief @PradeepJenaIAS @otvkhabar @otvnews @odishabhaskar @kanak_news @SoumyaSambad @IPR_Odisha JUSTICE FOR REHABILITATION ASSISTANCE APPLICANTS #JusticeforRAapplicants
Hasima Khatun retweeted
Replying to @Naveen_Odisha
@Naveen_Odisha @CMO_Odisha @Vkpandianfancl1 @PradeepJenaIAS @SecyChief @SoumyaSambad @otvkhabar @otvnews @odishabhaskar @kanak_news @pranabpdas
JUSTICE FOR REHABILITATION ASSISTANCE APPLICANTS
#JusticeforRAapplicants
Hasima Khatun retweeted
Replying to @CMO_Odisha @_CMIE
Congratulations sir🎉,what about those applicants of Rehabilitation Assistance Scheme who are waiting for years to get compassionate job for their starving family. Do you really think that your success today is not the contribution of those dead govt. employees !❗❕❗❗
Hasima Khatun retweeted
Replying to @SMEOdisha @CMO_Odisha @EduMinOfIndia @PMOIndia @MoSarkar5T @OAVS_Official @SecyChief @IPR_Odisha
ମାନ୍ୟବର ମୁଖ୍ୟମନ୍ତ୍ରୀ ଦୟାକରି ମୃତକ ସରକାରି କର୍ମଚାରୀ ମାନଙ୍କ ପରିବାର ପ୍ରତି କଠୋର ନୀତି ଆଣିଛନ୍ତି ଟିକେ ଧ୍ୟାନ ଦେବେ କି. Abolish OCS Rule 2020. Justice For Rehabilitation Assistance scheme applicants. #justiceforraapplicant
Hasima Khatun retweeted
Replying to @MahapatrPrabhat @PradeepJenaIAS
@PradeepJenaIAS ଆପଣଙ୍କୁ ହୃଦୟରୁ ପ୍ରଣାମ ଏବଂ ଶୁଭକାମନା । ଆପଣଙ୍କ ଉପରେ ଆମ ଓଡ଼ିଶା Rehabilitation Assistance ରେ ଥିବା ବହୁତ୍ ଦୁଃଖୀ ପିଲାଙ୍କ ଭବିଷ୍ୟତ ନିର୍ଭର କରୁଛି । ଆପଣଙ୍କ ଠାରେ ଆମର ଆଶା ବି ଭରି ରହିଛି । ଏତିକି ପ୍ରାର୍ଥନା ଆମ ଦୁଃଖ ଆପଣ ହୃଦୟଙ୍ଗମ କରିବେ l🙏🙏🙏🙏🙏🙏🙏
Hasima Khatun retweeted
ସାର @PradeepJenaIAS ଆପଣଙ୍କୁ ହୃଦୟରୁ ପ୍ରଣାମ ଏବଂ ଶୁଭକାମନା । ଆପଣଙ୍କ ଉପରେ ଆମ ଓଡ଼ିଶା Rehabilitation Assistance ରେ ଥିବା ବହୁତ୍ ଦୁଃଖୀ ପିଲାଙ୍କ ଭବିଷ୍ୟତ ନିର୍ଭର କରୁଛି । ଆପଣଙ୍କ ଠାରେ ଆମର ଆଶା ବି ଭରି ରହିଛି । ଏତିକି ପ୍ରାର୍ଥନା ଆମ ଦୁଃଖ ଆପଣ ହୃଦୟଙ୍ଗମ କରିବେ ।
Hasima Khatun retweeted
Replying to @CMO_Odisha
@CMO_Odisha @Vkpandianfancl1 @pranabpdas @SecyChief @gapg_dept @otvkhabar @odishabhaskar Rehabilitation candidate Waiting for Odisha govt action about Rehabilitation Assistance Scheme. Withdrawal 2020 rule implementation 1990 Rule.#justiceforRAapplicants
youtu.be/IFOfuVjvz_4
Hasima Khatun retweeted
Replying to @CMO_Odisha
@CMO_Odisha
@MoSarkar5T
@pranabpdas
@rashtrapatibhvn
@GovernorOdisha
@SecyChief
#justiceforRAapplicants
This new year became glorious, harmonic and successful for you we R. A skim member still struggling science 10 years or more than that after distress plz give us justice sir 🙏
Hasima Khatun retweeted
Hasima Khatun retweeted
Hasima Khatun retweeted
Hasima Khatun retweeted





















