🇮🇳ମତ୍ସ୍ୟଜୀବୀ /Matsyajivi 🐟 (@Fishcosian) header
🇮🇳ମତ୍ସ୍ୟଜୀବୀ /Matsyajivi 🐟 (@Fishcosian) profile picture

Wanderlust

Joined March 2016
Photo by 🇮🇳ମତ୍ସ୍ୟଜୀବୀ /Matsyajivi 🐟 (@Fishcosian)Photo by 🇮🇳ମତ୍ସ୍ୟଜୀବୀ /Matsyajivi 🐟 (@Fishcosian)Photo by 🇮🇳ମତ୍ସ୍ୟଜୀବୀ /Matsyajivi 🐟 (@Fishcosian)Photo by 🇮🇳ମତ୍ସ୍ୟଜୀବୀ /Matsyajivi 🐟 (@Fishcosian)Photo by 🇮🇳ମତ୍ସ୍ୟଜୀବୀ /Matsyajivi 🐟 (@Fishcosian)Photo by 🇮🇳ମତ୍ସ୍ୟଜୀବୀ /Matsyajivi 🐟 (@Fishcosian)Photo by 🇮🇳ମତ୍ସ୍ୟଜୀବୀ /Matsyajivi 🐟 (@Fishcosian)Photo by 🇮🇳ମତ୍ସ୍ୟଜୀବୀ /Matsyajivi 🐟 (@Fishcosian)Photo by 🇮🇳ମତ୍ସ୍ୟଜୀବୀ /Matsyajivi 🐟 (@Fishcosian)Photo by 🇮🇳ମତ୍ସ୍ୟଜୀବୀ /Matsyajivi 🐟 (@Fishcosian)
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
As the sun goes down There remains a void in the horizon With each passing breeze it keeps getting heavier Though the river keeps in a flow Life resembles the stagnant water..!
1
1
11
268
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
ଅକାଳ ବୋଧନୀ ମା'ଙ୍କର ମୃଣ୍ମୟୀ ବିଜୟା ଦଶମୀ ପୂଜାରମ୍ଭ 🙏🏻 #ବିଜୟାଦଶମୀ_୨୦୨୬
3
1
1
14
885
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
କ୍ଳାନ୍ତ ଅବସାଦ ଭରା ଦିନଟିଏ ସରିଗଲା ପରେ ରାତିର କାକର ଜମାଟ ବାନ୍ଧେ ଦରଦୀ ମନଟା କେବେ ଖୋଜେ ଗୋଟେ ଉଷୁମ ପରଶ ସତେ କି ଆଉଁସି ଆଣନ୍ତା ଜଣେ ଯୁଗାନ୍ତର ନିଘୋଡ଼ ନିଦ୍ରାରେ ସେ ସ୍ୱପ୍ନ ପୁରିବାର ନୁହେଁ ତଥାପି ବି କେବେ ପୁଣି ସରିବାର ନୁହେଁ ନିରୋଳା ରାତିରେ ଚମକି ଉଠେ କାହା ହାତ ସ୍ପର୍ଶ ପାଇ ଆଖିଖୋଲି ଦେଖେ ଯେବେ କିଟ କିଟ ଅନ୍ଧାରର ଛାଇ!
4
3
18
494
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
हमें ऐसे युवाओं को Public Services में लाना होगा, जो Public Office से नहीं, Public Service से आकर्षित हों। इसलिए जरूरी है कि Recruitment की परीक्षा... सिर्फ यह न परखे कि Candidate कितना जानता है। बल्कि वो यह भी देखे कि... वह युवा Civil Services में आना क्यों चाहता है: PM @narendramodi
2,271
1,050
430
8,032
751,557
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
Main character syndrome...🤪
3
1
25
635
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
ମାଣବସା ଗୁରୁବାର ଶୁଭେଚ୍ଛା 🌻🌻🌻 ମାତା ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ଥାଉ 🙏🙏🙏
ମାର୍ଗଶିର ଗୁରୁବାର ଶୁଭେଚ୍ଛା 🙏🙏🙏 🪷🪷🪷🪷🪷🪷🪷🪷🪷🪷🪷
4
7
1
92
4,178
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
Overtraining:- Nope Overeating:- Nope/Rarely Consistency is the only hack i believe in. 5-6 days of workout, week after week, month after month, year after year. I’m not in a profession that demands a pro physique. I simply do workout to keep myself healthy, inside and out !!
1
3
19
577
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
ଆଜି ଆସି ପହଞ୍ଚିଲା, ଏତେ ସୁନ୍ଦର କଳାକୃତି ପାଇଁ @ISachikant ଙ୍କୁ ଧନ୍ୟବାଦ। 🙏🏻
ଘର କାନ୍ଥରେ ଲଗେଇବା ପାଇଁ ଗୋଟେ ୩ ଫୁଟ୍ ରେ ୨ ଫୁଟ୍ ର ପଟ୍ଟଚିତ୍ର ଦରକାର। କୋଉ ବିଷୟ ଉପରେ ଲଗେଇଲେ ଭଲ ହେବ (ରଘୁନାଥ ବେଶ/ କାଳୀୟଦଳନ/ ମାଣିକ ଗୌଡୁଣି.... ଇତ୍ୟାଦି) ମତାମତ ଦେବାକୁ ଅନୁରୋଧ। ଫଟୋ ସହ କମେଣ୍ଟ ଦେଲେ ଭଲ ହେବ।
8
4
103
3,861
ଲାଲିମା; ସୂର୍ଯ୍ୟର, ଫୁଲର ଆଉ ତୁମର... ❤️🥰
5
5
50
1,715
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
Replying to @SurajitTweet
ଭଲ: ୧. ସରକାରୀ ବ୍ୟାଙ୍କ୍ ଗୁଡ଼ିକର ଲାଭ ବଢିବ, ଭଲ ପ୍ରଦର୍ଶନ କରିପାରୁନଥିବା ବ୍ୟାଙ୍କ୍ ମାନେ, ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କ୍ ଗୁଡିକରେ ମ୍ୟାନେମେଣ୍ଟରେ ଭଲ କରିବେ। ୨. ଛୋଟ ବ୍ୟାଙ୍କ୍ ସଂଖ୍ୟା କମିଲେ ବ୍ୟାଙ୍କ୍ ଦ୍ଵାରା ଠକେଇ, ଘୋଟାଲା ଆଦି ର ସଂଖ୍ୟା କମିବ। ୩. ସରକାର ଓ RBI କୁ Compliance enforce କରିବା ସହଜ ହେବ। ଖରାପ: ୧. ଗ୍ରାହକ ମାନଙ୍କ ପାଇଁ ଅପ୍ସନ୍ କମିବ, କମ୍ପିଟେଶନ କମିବା ହେତୁ ବ୍ୟାଙ୍କିଙ୍ଗ ସେବାର ଦର ବଢିବ। ୨. ଛୋଟ ଛୋଟ ସରକାରୀ ବ୍ୟାଙ୍କ୍ ରେ ଅପେକ୍ଷାକୃତ କମ୍ କାମ କରୁଥିବା କର୍ମଚାରୀ ମାନେ ଅପେକ୍ଷାକୃତ ଅଧିକ କାମ କରୁଥିବା ବ୍ୟାଙ୍କ୍ ସହ ଯୋଡ଼ିହେଲେ ମାନବ ସମ୍ବଳ ର ମାନ ହାରାହାରି କମିବ। ୩. ଅନେକ ସଧାରଣ ଶିକ୍ଷାରୁ ବଞ୍ଚିତ, ତାଙ୍କ ବ୍ୟାଙ୍କ୍ କୁଆଡେ ଗଲା, ଏ ବ୍ୟାଙ୍କ୍ ଯାଆ, ସେ ବ୍ୟାଙ୍କ୍ ଯାଆ, ପାସବୁକ୍ ବଦଳା, IFSC ବଦଳା ଏମିତିରେ ହଇରାଣ ହେବେ।
2
8
1,042
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
You might get authentic Pav Bhaji in some places but you will get the tastiest ones in Odisha. All these fresh veggies with right kind of masala is the crux of the story.
1
3
249
ସଞ୍ଜ ଆସେ ନଇଁ ନଇଁ...🧡 Sunset in Jharkhand! 🌄🔥
11
7
64
3,247
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
#ପ୍ରଥମାଷ୍ଟମୀ ଦିନ ପ୍ରତ୍ୟେକଟି ଓଡ଼ିଆ ଘରେ ହଳଦୀପତ୍ରରେ ଏଣ୍ଡୁରି ପିଠା ତିଆରି କରାଯାଏ।ଆପଣ ମାନେ ଜାଣିଛନ୍ତି କି ଓଡ଼ିଶାର ଦକ୍ଷିଣାଞ୍ଚଳରେ ଏହିଦିନ ସ୍ୱତନ୍ତ୍ର ଭାବରେ ମା'ଲକ୍ଷ୍ମୀଙ୍କ ନିକଟରେ ଝୁଡୁଙ୍ଗପୁଳି ଭୋଗ ଲାଗିଥାଏ। ଓଡ଼ିଶାରେ ହେଉଥିବା ବିଭିନ୍ନ ପ୍ରକାରର ପୁଳି ପିଠା ମାନଙ୍କ ମଧ୍ୟରୁ ଏହା ଗୋଟିଏ। youtu.be/YUaMNl6ucRs?si=-0CG…
2
14
92
3,363
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
We gave a few to a group of devotees because kids weren’t interested in traditional boats. Not a single strand of plastic is used. #KartikaPurnami
କଳିଙ୍ଗ ସାଗର ରେ ଯାଇ ଲାଗିବ
2
21
625
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
Now this is purely traditional. Kartik Purnami Muruja kept our childhood engaged, colourful and awesome.
3
4
23
624
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର. Beautiful Odisha.
4
17
2
177
3,626
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଅବସରରେ ସମସ୍ତ ଓଡ଼ିଆଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🙏🏽
4
6
117
2,388
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
ଆ କା ମା ବୈ ... ପାନ ଗୁଆ ଥୋଇ ଡଙ୍ଗା ମୋର ଯା ଭାସି ଜଗତ କଲ୍ୟାଣ ପାଇଁ ସବୁରି ଜୀବନେ ପ୍ରଭୁ ହସ ଖୁସି ଦିଅ ଭରେଇ 🙏🏻 #କାର୍ତ୍ତିକପୂର୍ଣ୍ଣିମା #ବୋଇତବନ୍ଦାଣ #ଆକାମାବୈ #ଓଡ଼ିଆ
10
3
155
2,684
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
Husband is making a Kerala boat for tomorrow. 🤩
2
1
17
413
🇮🇳ମତ୍ସ୍ୟଜୀବୀ /Matsyajivi 🐟 retweeted
You didn’t need to leave India. Could have enjoyed good food, maid, temperate weather, clean water TDS equivalent to and taste better than BISLERI, colourful festivals here itself.
If I hadn't left India, I would have had to live and breathe in this mess otherwise known as the North Block Secretariat. Note the stark contrast. 🤯
1
10
473