PhrAnilkumar retweeted
ଧନ୍ୟବାଦ ନିତିନ ଗଡ଼କରୀ ସାର, ଯାହା ହେଉ କିଏ ତ ଚିହ୍ନେ ଫାର୍ମାସିଷ୍ଟ ଙ୍କୁ l
କିନ୍ତୁ ଓଡିଶା ସରକାର ଚିହ୍ନୁ ନାହାନ୍ତି l🙆♂️ @CMO_Odisha @nabadasjsg @AnilkumarPhr @MoSarkar5T @nhmodisha @Naveen_Odisha @Opsabbsr @drharshvardhan @MoHFW_INDIA @PMOIndia @Bikash_Oficial @DRxAntaryami91 – at Dhenkanal, India
PhrAnilkumar retweeted
Abolish contractual rule, and count 6yr as service period
This Post is from an account that no longer exists. Learn more
ଫାର୍ମାସିଷ୍ଟ ମାନଙ୍କ ପ୍ରତିବାଦ ଆନ୍ଦୋଳନ ଆଜି 30 ତମ ଦିବସରେ ପହଁଚିଛି l ଦେଖାଯାଉ କେବେ ସେମାନଙ୍କ ସମସ୍ୟା ର ସମାଧାନ ପାଇଁ ବିଭାଗ ତତ୍ପରତା ପ୍ରକାଶ କରୁଛି l #NeverGiveUp
PhrAnilkumar retweeted
From today we are the contractual employees of odisha from all departments started a protest against contractual appointment at Lower PMG Bhubaneshwar.
Requesting all to do like this in all states around the India.
With a slogan
*Abolish contractual appointment* – at Koraput, India
PhrAnilkumar retweeted
Replying to @SubhrajeetDash7 @OGCEA
୬ ବର୍ଷ ଠିକା ନିଯୁକ୍ତି ସମୟ କୁ ମୂଳ ଚାକିରୀ ରେ ଯୋଗ କରିବା ଏବଂ ଠିକା ନିଯୁକ୍ତି କୁ ସମ୍ପୂର୍ଣ୍ଣ ଉଛେଦ କରିବା ଆମର ଦାବୀ l OGCEA 🤝 @BIJAYMALLA @CMO_Odisha
୬ ବର୍ଷ ଠିକା ନିଯୁକ୍ତି ସମୟ କୁ ମୂଳ ଚାକିରୀ ରେ ଯୋଗ କରିବା ଏବଂ ଠିକା ନିଯୁକ୍ତି କୁ ସମ୍ପୂର୍ଣ୍ଣ ଉଛେଦ କରିବା ଆମର ଦାବୀ l OGCEA 🤝 @BIJAYMALLA @CMO_Odisha xitter.cf/AnilKum03715355/status… @Opsa
ଦେଖାଯାଉ କେବେ ଉଚ୍ଚ ନ୍ୟାୟାଳୟ ଙ୍କ ଆଦେଶ କାର୍ଯ୍ୟକାରୀ ହେଉଛି l @PMOIndia @CMO_Odisha
1
Quite Frustrating, PHARMACIST, Being ignored in the Health System. This is absolutely nonsense and Ridiculous act.How a health camp can be complicated without medicines&medicines without a PHARMACIST ?????
@drharshvardhan @MoHFW_INDIA @WHO @NHPINDIA @AyushmanNHA
PhrAnilkumar retweeted
ଓଡ଼ିଶାର ଅନେକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ‘ଓଡ଼ିଆ’ ଆଦୌ ପଢ଼ାଯାଏ ନାହିଁ। କେତେକରେ ‘ଓଡ଼ିଆ’ରେ କଥା ହେଲେ ଫାଇନ୍ ଦେବାକୁ ପଡ଼େ। ପିଲା ଓ ଅଭିଭାବକଙ୍କୁ ‘କେବଳ ଇଂରାଜୀ’ରେ କଥାବାର୍ତ୍ତା କରିବାକୁ କୁହାଯାଏ। କିନ୍ତୁ ଅନ୍ୟ ରାଜ୍ୟରେ ଓଡ଼ିଆ ଭାଷା କଥା ଶୁଣିଲେ ପ୍ଲାକାର୍ଡ ଧରି ରାସ୍ତାକୁ ବାହାରି ପଡ଼ିବୁ। ବନ୍ଦେ ଉତ୍କଳ ଜନନୀ।
ବହୁତ ଦୁଃଖର ବିଷୟ ଦୁଇଟି ଅମୂଲ୍ୟ ଜୀବନ ଓ ଗୋଟିଏ 🐘ସଲିଳ ସମାଧି ନେଲେ 😥l ମନରେ ଗୋଟିଏ ପ୍ରଶ୍ନ ସାମ୍ବାଦିକ ଙ୍କ ଏଭଳି ବିପଜ୍ଜନକ ନିଷ୍ପତ୍ତି ଠିକ ଥିଲା ତ! ଆଉ ଦ୍ଵିତୀୟ ଦିବଂଗତ ଙ୍କୁ ଆମେ ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି ତ!! – at Orissa, India
ନୂଆ କଥା ନୁହେଁ ; ଜଣେ ଫାର୍ମାସିଷ୍ଟ ଚାକିରୀ ଆରମ୍ଭ ରୁ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଚିକିତ୍ସା ସହ ଓତଃପ୍ରତଃ ଭାବରେ ଜଡିତ ଅଛି, ଏଥିପାଇଁ ସେ କେବେହେଲେ ସରକାରୀ ସ୍ୱୀକୃତି କୁ ଅପେକ୍ଷା କରିନି ବରଂ ସମୟ ଓ ପରିସ୍ଥିତି ର ଆବଶ୍ୟକତା କୁ ଦେଖି ନିଜ ମୁଣ୍ଡ କୁ ଦାୟିତ୍ୱ ନେଇଛି ଆଉ ରୋଗୀ ସେବା ଯୋଗାଇ ଆସିଛି l – at Dhenkanal, India
ରୋଗୀ ଚିକିତ୍ସା ରେ ଦୁଇଟି ସାଧାରଣ ଜିନିଷ *ରୋଗ ନିରୂପଣ* ଏବଂ *ଔଷଧ ପ୍ରଦାନ* ସାଧାରଣ ରୋଗ ନିରୁପଣ ପାଇଁ ଫାର୍ମାସିଷ୍ଟ ଙ୍କୁ ତାଲିମ୍ ଦିଆଯାଇଛି l ଏ ନେଇ ଅଭିଜ୍ଞତା ମଧ୍ୟ ରହିଛିl
l – at Dhenkanal, India
3
4
PhrAnilkumar retweeted
Replying to @SujitSarangi3
ରାଜନୀତି /ରାଜନେତା ପାଇଁ ସବୁ ସମ୍ବବ. ମୂର୍ଖ ଅନପଢ଼ ଆଙ୍ଗୁଠି ଛାପ ନେତାଙ୍କୁ IAS, IPS ବିଦ୍ୱାନ ମାନେ ସେଲୁଟ ମାରିବାକୁ ପଡୁଛି, ଧନ୍ୟବାଦ ଗଞ୍ଜାମ ଲୋକଙ୍କୁ
PhrAnilkumar retweeted
Goosebumps...
An India test match going on & the way we were glued to our screens to cheer for Kamalpreet,Ravi ,Bajrang,Sindhu & #NeerajChopra today, this @Olympics marks a paradigm shift in interest towards other sports, in these few moments truly felt Cricket gaya tel lene.
PhrAnilkumar retweeted
37 years ago on 8th Aug 1984, I missed the podium by 1/100th of a second & that unrealised dream could well be fulfilled by my son & India's pride @Neeraj_chopra1 who has qualified for the finals #Tokyo2020 on 7th August. My blessings & best wishes to him.
olympics.com/en/news/neeraj-…






















