Official handle of the State Transport Authority, Govt. of Odisha । ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା

Cuttack, India
Joined June 2016
State Transport Authority, Odisha retweeted
Replying to @STAOdisha
@STAOdisha ସେବା ସଂକଳ୍ପ ଅଭିଯାନ ଉପଲକ୍ଷେ ଅନୁଗୋଳ ଟ୍ରକ ମାଲିକ ସଂଘ ସମସ୍ତ ସଭ୍ୟଙ୍କୁ ଓ ଗାଡିଚାଳକମାନଙ୍କୁ ସଡକ ସୁରକ୍ଷା ବିଷୟରେ ସଚେତନତା କରାଯାଇଅଛି I
1
1
1
40
State Transport Authority, Odisha retweeted
@STAOdisha ସେବା ସଂକଳ୍ପ ଅଭିଯାନ ଉପଲକ୍ଷେ ଅନୁଗୋଳ ବସ ମାଲିକ ସଂଘର ସମସ୍ତ ସଭ୍ୟଙ୍କୁ ଓ ଗାଡିଚାଳକମାନଙ୍କୁ ସଡକ ସୁରକ୍ଷା ବିଷୟରେ ସଚେତନତା କରାଯାଇଅଛି I
1
17
ସଙ୍କେତ ବୁଝନ୍ତୁ, ସୁରକ୍ଷିତ ରୁହନ୍ତୁ! 🚦 ଭାଷା ବଦଳିପାରେ, କିନ୍ତୁ ସଡ଼କ ସୁରକ୍ଷା ନିୟମ ସାରା ବିଶ୍ୱରେ ସମାନ। ଟ୍ରାଫିକ୍ ସିଗ୍ନାଲର ଭାଷାକୁ ବୁଝିବା ଏବଂ ସଚେତନ ରହିବା ହିଁ ଦୁର୍ଘଟଣାକୁ ଏଡାଇବାର ପ୍ରକୃତ ବାଟ। 'ଅନ୍ତର୍ଜାତୀୟ ଅନୁବାଦ ଦିବସ'ରେ ସେହି ସାର୍ବଜନୀନ ଭାଷାକୁ ବୁଝନ୍ତୁ, ଯାହା ପ୍ରତ୍ୟେକଟି ସଡ଼କ ଯାତ୍ରାକୁ କରିଥାଏ ସୁରକ୍ଷିତ। #InternationalTranslationDay #RoadSafety #TrafficRules #StaySafe
2
601
ଆମ ହୃଦୟ ପ୍ରତି ମୁହୂର୍ତ୍ତରେ ଆମ ପାଇଁ କାମ କରେ, ତେଣୁ ହୃଦୟ ଭଳି ରାସ୍ତାରେ ନିଜ ଜୀବନର ମଧ୍ୟ ଯତ୍ନ ନିଅନ୍ତୁ। ଗାଡ଼ି ଚଳାଇବା ସମୟରେ ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ହେଲମେଟ୍ ପିନ୍ଧନ୍ତୁ, ସିଟ୍‌ବେଲ୍ଟ ବାନ୍ଧନ୍ତୁ ଓ ଗତି ନିୟନ୍ତ୍ରଣରେ ରଖନ୍ତୁ। ବିଶ୍ୱ ହୃଦୟ ଦିବସରେ ମନେରଖନ୍ତୁ, ଆପଣଙ୍କ ହୃଦୟ ଯେତେ ମୂଲ୍ୟବାନ, ଆପଣଙ୍କ ଜୀବନ ମଧ୍ୟ ସେତିକି ମୂଲ୍ୟବାନ। #WorldHeartDay #RoadSafety #Odisha #SaveLives
4
10
1,296
State Transport Authority, Odisha retweeted
During the Seva Sankalp Abhiyan,Team RTO,BBSR-II organised a Road Safety Awareness at Nilachal Polytechnic,BBSR wherein around 300youths were sensitised on safe driving practice,prevention of under age driving and role of jr Raskhyak to save valuable lives @CTOdisha @STAOdisha
2
3
311
'ସେବା ସଂକଳ୍ପ ଅଭିଯାନ' ଅବସରରେ ତାଳଚେର ଆରଟିଓଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୁଇଜ୍ ପ୍ରତିଯୋଗିତା ହୋଇଥିଲା। ଏସଏଚଜି ମହିଳା ଏବଂ ଛାତ୍ରଛାତ୍ରୀମାନଙ୍କୁ ହେଲମେଟ୍ ବଣ୍ଟନ କରାଯାଇଥିଲା। #SevaSankalpaAbhiyan #RoadSafetyAwareness #RTOTalcher #SafetyFirst
3
11
1,680
ଆପଣଙ୍କ ଦ୍ରୁତଗତି ଅନ୍ୟର ଦୁର୍ଗତି ସାଜେ । ବର୍ଷା ଦିନରେ ଗାଡ଼ି ଚଲାଇବା ବେଳେ ଦାୟିତ୍ୱବାନ ହୁଅନ୍ତୁ । Why make waves when you can spread kindness? Drive gently in the rain and ensure other road users are safe and dry. Responsibility goes a long way! #KindnessOnWheels #RainyDayRespect #Odisha @CTOdisha @IPR_Odisha
1
7
11
1,204
ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି #BhagatSingh #BraveFreedomFighters #India
3
14
1,111
ଜାତୀୟ ପର୍ଯ୍ୟଟନ ଦିବସର ଶୁଭେଚ୍ଛା । ସଡ଼କ ସୁରକ୍ଷା ନିୟମ ମାନି ଆପଣଙ୍କ ପ୍ରତ୍ୟେକ ଯାତ୍ରାକୁ କରନ୍ତୁ ସୁରକ୍ଷିତ । #NationalTourismDay #DriveSafe #STAOdisha
1
5
16
2,081
State Transport Authority, Odisha retweeted
During the 'Seva Sankalpa Abhiyan' campaign, a road safety awareness programme was organized at Kukudola High school ,Talcher with Quiz competition, FA Training & distribution of helmet among members of SHG groups, PRI members &students by RTO Talcher today. @STAOdisha – at Talcher, India
3
6
207
State Transport Authority, Odisha retweeted
Today DRSC meeting was held in the Conference Hall of Collectorate, Subarnapur under the Chairmanship of the ADM, Subarnapur. All the stake holders of the Committee participated in the Meeting. Different aspects on Road safety were discussed to minimize Road Traffic Accidents. – at Sonapur, India
3
2
149
State Transport Authority, Odisha retweeted
RAYAGADA POLICE | LAST 24 HOURS ENFORCEMENT ACTIVITIES Rayagada Police continues its commitment towards safer roads, responsible driving and effective law enforcement. Strict enforcement and regular checking are being carried out to promote discipline, compliance and public safety. #RayagadaPolice #OdishaPolice #RoadSafety #TrafficEnforcement #SafeDriving #TrafficRules #LawEnforcement #SaferRayagada @sprayagada @DGPOdisha @digswrkoraput @odisha_police @DM_Rayagada @STAOdisha
1
5
370
State Transport Authority, Odisha retweeted
The RTO, Kalahandi organised "Seva Sankalpa Abhijan." at P.I. College, Junagarh. The programme aimed to promote awareness, social responsibility and a strong spirit of public service among students and the community.
2
4
194
ସଡ଼କ ସୁରକ୍ଷାକୁ ସଶକ୍ତ କରିବା ପାଇଁ ଗାଡ଼ି ଚାଳକଙ୍କ ଦକ୍ଷତା ବିକାଶ ଓ ସେମାନଙ୍କ ପାଇଁ ରୋଜଗାର ସୃଷ୍ଟିକୁ ପ୍ରାଧାନ୍ୟ ଦେଉଛି ପରିବହନ ବିଭାଗ। ଏଥିପାଇଁ ନିରନ୍ତର ଭାବରେ ରାଜ୍ୟର ଚାରିଟି ଯାନ ଚାଳନା ତାଲିମ ଓ ଗବେଷଣା ପ୍ରତିଷ୍ଠାନ (IDTR)ରେ କ୍ୟାମ୍ପସ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଆଇଡିଟିଆର ଛତିଆରେ ମେଗା ନିଯୁକ୍ତି ମେଳା ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି ମେଳାରେ ୧୮୧ ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ସେଥିରୁ ୯୬ ଜଣ ପ୍ରାର୍ଥୀଙ୍କୁ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଦ୍ୱାରା ମନୋନୀତ କରାଯାଇଛି। #RoadSafety #SkillDevelopment #Employment #MegaJobMela #IDTR
4
7
1,473
ପବିତ୍ର ଭାଗବତ ଜନ୍ମ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ
5
55
1,595
ସେବା ସଂକଳ୍ପ ଅଭିଯାନ: ପିଏମ୍ ରାହତ ଯୋଜନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳୁଛି ନିଃଶୁଳ୍କ ଚିକିତ୍ସା ସହାୟତା। ରାଜ୍ୟରେ ଏଥିପାଇଁ ଏଯାବତ୍ ୭୮୯ ଡାକ୍ତରଖାନା ପଞ୍ଜିକୃତ ହୋଇଛନ୍ତି। ଦୁର୍ଘଟଣାର ୭ ଦିନ ପର୍ଯ୍ୟନ୍ତ ଦେଢ଼ ଲକ୍ଷ ଯାଏଁ ନଗଦବିହୀନ ସୁବିଧା ପ୍ରଦାନ କରୁଛନ୍ତି ଅନୁବନ୍ଧିତ ଘରୋଇ ଡାକ୍ତରଖାନା। #PMRahat #RoadSafety #GoldenHour #STAOdisha #SafeOdisha
4
5
1,055
'ସେବା ସଂକଳ୍ପ ଅଭିଯାନ' ଅବସରରେ ଗଣେଶ ପୂଜା ମେଳାରେ ଆରଟିଓ ତାଳଚେରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁଇଜ୍ ପ୍ରତିଯୋଗିତା କରାଯାଇ ବିଜେତା ଏବଂ ନିୟମ ପାଳନ କରୁଥିବା ସଚେତନ ଗାଡ଼ି ଚାଳକଙ୍କୁ ଆରଟିଓଙ୍କ ଦ୍ୱାରା ହେଲମେଟ୍ ବଣ୍ଟନ କରାଯାଇଥିଲା। #SevaSankalpaAbhiyan #RTOTalcher #RoadSafety #Odisha #WearHelmet #SaveLives
4
7
1,174
ସେବା ସଂକଳ୍ପ ଅଭିଯାନ ଅବସରରେ ଗଞ୍ଜାମ ଆରଟିଓଙ୍କ ପକ୍ଷରୁ ଅଙ୍କୁଶପୁର ସ୍ଥିତ SMIT ପରିସରରେ ୩୦୦ ଏନସିସି କ୍ୟାଡେଟ୍‌ଙ୍କୁ ନେଇ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏନସିସି କ୍ୟାଡେଟ୍‌ଙ୍କୁ ସଡ଼କ ସୁରକ୍ଷା ନିୟମ ମାନିବା, ରାସ୍ତା ପାର ହେବା ବେଳେ ସୁରକ୍ଷା ପ୍ରତି ଧ୍ୟାନ ଦେବା, ଦୁଇ ଚକିଆରେ ଯିବା ବେଳେ ହେଲମେଟ୍ ପିନ୍ଧିବା ପରି ଅନେକ ସଡ଼କ ସୁରକ୍ଷା ନିୟମ ବିଷୟରେ ସଚେତନ କରାଯାଇଥିଲା। #RoadSafety #NCC #RTOGanjam #Odisha #SebaSankalpAbhiyan
4
4
992
ଆରଟିଓ କଟକଙ୍କ ପକ୍ଷରୁ ମୁଣ୍ଡଳୀରେ NDRF କର୍ମଚାରୀଙ୍କ ନେଇ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସଡ଼କ ସଙ୍କେତ, PM-RAHAT ଯୋଜନା, ସୋଲସିୟମ ଫଣ୍ଡ ଏବଂ ସଡ଼କ ସୁରକ୍ଷାର 4Es ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ଏବଂ ସଚେତନତା କରାଯାଇଥିଲା। #RoadSafety #NDRF #Odisha #SafetyFirst #Awareness #Mundali #PMRahat
2
3
6
1,018
ସଡ଼କ ଦୁର୍ଘଟଣା ସମୟରେ ମିଳୁଛି ତୁରନ୍ତ ସହାୟତା, ପିଏମ୍ ରାହତ ଯୋଜନାରେ ଆହତଙ୍କୁ ମିଳୁଛି ମାଗଣା ଚିକିତ୍ସା। ୭ ଦିନ ପର୍ଯ୍ୟନ୍ତ ଦେଢ଼ ଲକ୍ଷ ଯାଏଁ ନଗଦବିହୀନ ସୁବିଧା ସହ ହସ୍ପିଟାଲ୍‌ରେ ମିଳୁଛି ଜରୁରୀକାଳୀନ ସେବା। ଏହି ଯୋଜନା ଅଧୀନରେ ରାଜ୍ୟର ୭୮୯ଟି ଘରୋଇ ହସ୍ପିଟାଲ ପଞ୍ଜୀକୃତ ହୋଇଛି । #PMRahat #RoadSafety #GoldenHour #STAOdisha #SafeOdisha
5
11
1,022