BJP Odisha (@BJP4Odisha) header
BJP Odisha (@BJP4Odisha) profile picture

Official Twitter account of BJP (Odisha Pradesh) Facebook- https://xitter.cf/t.co/cihkFiecrO

Odisha
Joined December 2012
Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)Photo by BJP Odisha (@BJP4Odisha)
ଏହା ହେଉଛି କଂଗ୍ରେସର ଅସଲି ଚରିତ୍ର ।
4
8
509
ଲୋକଙ୍କ ସରକାରରେ ଭିତ୍ତିଭୂମିକୁ ମିଳୁଛି ନୂଆ ଗତି ।
1
2
5
606
ନବୀନ ବାବୁ, ଆପଣଙ୍କ ‘ସୀମିତ ବିଦେଶ ଗସ୍ତ’କୁ ନେଇ କେହି ପ୍ରଶ୍ନ କରିନାହାନ୍ତି। ପ୍ରଶ୍ନ ହେଉଛି, ଓଡ଼ିଶାବାସୀଙ୍କ ଟିକସ ଟଙ୍କା କିଭଳି ଖର୍ଚ୍ଚ ହୋଇଛି? ଆପଣଙ୍କ କହିବା ଅନୁଯାୟୀ, ଆପଣ ‘ଓଡ଼ିଶାର ସ୍ୱାର୍ଥ’ ପାଇଁ ବିଦେଶ ଗସ୍ତ କରିଥିଲେ। ତେବେ ଦୟାକରି କିଛି ପ୍ରଶ୍ନର ଉତ୍ତର ଦିଅନ୍ତୁ। 📍ରୋମ୍‌ରେ ଆପଣ ଓଡ଼ିଶା ପାଇଁ ଏମିତି କେଉଁ କାର୍ଯ୍ୟ କରୁଥିଲେ, ଯାହା ‘ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’ ଥିଲା? 📍ଆପଣଙ୍କ ବିଦେଶ ଗସ୍ତ ସମ୍ପର୍କରେ କଣ ପାଇଁ ଭାରତୀୟ ଦୂତାବାସକୁ ସୂଚନା ଦିଆଯାଇନଥିଲା ? 📍ଓଟିଡିସି ଭଳି ସରକାରୀ ସଂସ୍ଥା ଥିବା ସତ୍ତ୍ୱେ ଘରୋଇ ସଂସ୍ଥାକୁ ନିୟୋଜିତ କରାଯାଇଥିଲା କାହିଁକି? 📍ବିଦେଶ ଗସ୍ତର ଖର୍ଚ୍ଚ ସମ୍ପର୍କିତ ସରକାରୀ ତଥ୍ୟ ଓ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ମଧ୍ୟରେ ତାଳମେଳ ରହୁନାହିଁ କାହିଁକି? 📍ରାଜକୋଷରୁ କାହା କାହାର ବିଦେଶ ଗସ୍ତ ଖର୍ଚ୍ଚ ବହନ କରାଯାଇଥିଲା? ଆପଣ ‘ମିଥ୍ୟା ଅଭିଯୋଗ’ ଏବଂ ‘ଉପଯୁକ୍ତ ଜବାବ’ ବୋଲି କହି ରାଜ୍ୟବାସୀଙ୍କୁ ଭୁଆଁ ବନେଇବା ବନ୍ଦ କରି ବିଦେଶ ଗସ୍ତ ସମ୍ପର୍କିତ ସମସ୍ତ ବିଲ୍ ଓ ଦସ୍ତାବିଜ ସାର୍ବଜନୀନ କରୁନାହାନ୍ତି କଣ ପାଇଁ ?
I have had very limited travel abroad, and it has been done only to deal with #Odisha’s affairs, some of which were very important for the state. I understand that some false allegations have been made about my travels and those of my officers. An appropriate response will be given.
9
28
28
978
Even professional comedians fear Rahul Gandhi’s unmatched talent for turning himself into the punchline.
3
5
42
2,328
ଦିନେ ଯେଉଁ ବାଲି ଦ୍ୱୀପକୁ ଆମ ସାଧବପୁଅମାନେ ବୋଇତ ମେଲାଇ ବାଣିଜ୍ୟ କରିବାକୁ ଯାଉଥିଲେ, ଆଜି ସେହି ଐତିହାସିକ ସମ୍ପର୍କକୁ ନୂଆ ଦିଗ ଦେବା ପାଇଁ ଇଣ୍ଡୋନେସିଆର ବାଲି ଗସ୍ତ କରିଛନ୍ତି ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।
1
2
8
950
ଓଡ଼ିଶା ପର୍ବ ୨୦୨୬ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ହସ୍ତତନ୍ତ, ହସ୍ତଶିଳ୍ପ ଓ ପର୍ଯ୍ୟଟନ ସମ୍ଭାବନାକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ସହ ଦୁଇ ଅଞ୍ଚଳ ମଧ୍ୟରେ ସାଂସ୍କୃତିକ ଓ ବାଣିଜ୍ୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ପ୍ରୟାସ କରାଯାଉଛି। ଏପଟେ କଟକର ଐତିହାସିକ ବାଲିଯାତ୍ରାରେ ଇଣ୍ଡୋନେସିଆ ସହଯୋଗୀ ଦେଶ ଭାବେ ସାମିଲ ହେଉଥିବା ବେଳେ, ସେପଟେ ବାଲିରେ ଆୟୋଜିତ ହେଉଛି ଓଡ଼ିଶା ପର୍ବ। ଏହି ଦ୍ୱିପାକ୍ଷିକ ସାଂସ୍କୃତିକ ପଦକ୍ଷେପ ପ୍ରାଚୀନ ନୌବାଣିଜ୍ୟ ପରମ୍ପରାକୁ ନୂଆ ପରିଚୟ ଦେବା ସହ ପର୍ଯ୍ୟଟନ, ବାଣିଜ୍ୟ ଓ ଓଡ଼ିଆ କାରିଗରଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟିର ବାଟ ଖୋଲିବ।
44
ITI ଛାତ୍ରମାନେ IIT ସ୍ନାତକଙ୍କ ପରି ସମ୍ମାନ ପାଇବାକୁ ଯୋଗ୍ୟ:-ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
2
9
475
କଥା ଦେଇ କଥା ରଖିଛନ୍ତି ଲୋକଙ୍କ ସରକାର । ୨ ଲକ୍ଷ ୩୯ ହଜାର ଚିଟ୍‌ଫଣ୍ଡ ଜମାକାରୀଙ୍କୁ ୯୩ କୋଟିରୁ ଅଧିକ ଟଙ୍କା ଫେରସ୍ତ ।
1
2
4
551
ଗ୍ରାଉଣ୍ଡ ଜିରୋରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ଚାଷୀଙ୍କ ଦୁଃଖ ବୁଝିଛନ୍ତି ଲୋକଙ୍କ ସରକାର ।
1
3
6
509
ବାତ୍ୟା ପ୍ରଭାବିତଙ୍କ ସୁଖଦୁଃଖରେ ଅଛନ୍ତି ଲୋକଙ୍କ ସରକାର । ପ୍ରତ୍ୟେକ ପ୍ରଭାବିତ ପରିବାରକୁ ତ୍ୱରିତ ସହାୟତା ଓ ଜୀବନଜୀବିକାର ପୁନରୁଦ୍ଧାର ପାଇଁ ପ୍ରତିଶ୍ରୁତିବଦ୍ଧ ଲୋକଙ୍କ ସରକାର ।
🤖 Made with AI
1
3
505
ସମ୍ବିଧାନ ପ୍ରତି ସମ୍ମାନ ଓ ଗୌରବକୁ ନୂଆ ପରିଚୟ ଦେବା ଦିଗରେ ମୋଦୀଜୀଙ୍କ ବଡ଼ ପଦକ୍ଷେପ ।
529
ବାତ୍ୟା ପ୍ରଭାବିତଙ୍କ ସୁଖଦୁଃଖରେ ସାଥୀ ହୋଇ ଛିଡ଼ା ହୋଇଛନ୍ତି ଲୋକଙ୍କ ସରକାର ।
3
4
560
ଡବଲ ଇଞ୍ଜିନ ସରକାରରେ ଓଡ଼ିଶାକୁ ମିଳୁଛି ଜାତୀୟ ସମ୍ମାନ ।
3
570
କୋଟାରେ ଅଟକିଥିବା ଅଧିକାରରୁ ମିଳିଲା ମୁକ୍ତି, ଲୋକଙ୍କ ସରକାରରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁଛି ନ୍ୟାୟ, ସମ୍ମାନ ଓ ଅଧିକାର।
1
6
471
ଡବଲ ଇଞ୍ଜିନ ସରକାରରେ ବାତ୍ୟା ‘ଅକବାନ’ର ହୋଇଛି ସଫଳ ମୁକାବିଲା।
2
514
ଡବଲ ଇଞ୍ଜିନ ସରକାରଙ୍କ ସଂକଳ୍ପ ଯୋଗ୍ୟ ପରିବାରର ମୁଣ୍ଡ ଉପରେ ରହିବ ପକ୍କା ଛାତ ।
1
1
10
641
ଚାଷୀଙ୍କ ସଶକ୍ତୀକରଣ ଓ ଆର୍ଥିକ ସୁରକ୍ଷା ପାଇଁ ଲୋକଙ୍କ ସରକାରଙ୍କ ପ୍ରତିବଦ୍ଧ ।
3
550
ବାତ୍ୟା ପ୍ରଭାବିତଙ୍କ ସୁଖଦୁଃଖରେ ସାଥୀ ହୋଇ ଛିଡ଼ା ହୋଇଛନ୍ତି ଲୋକଙ୍କ ସରକାର। ଗଞ୍ଜାମ ଜିଲ୍ଲାରେ ବାତ୍ୟାଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ ଆଜି ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମାନନୀୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସହ ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏଥିସହ ହାଣ୍ଡିଘର ଗ୍ରାମରେ ପହଞ୍ଚି ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରଭାବିତ ଲୋକଙ୍କ ସହ ମିଶି ସେମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି। ପ୍ରତ୍ୟେକ ବାତ୍ୟା ପ୍ରଭାବିତ ପରିବାର ନିକଟରେ ତ୍ୱରିତ ସହାୟତା ପହଞ୍ଚାଇବା ଏବଂ ସେମାନଙ୍କ ଜୀବନଜୀବିକାକୁ ସ୍ୱାଭାବିକ କରିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ।
1
3
497
ପବିତ୍ର ବଡ଼ ଓଷା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ।
2
6
716
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଜାତୀୟତାବାଦୀ କବି ବୀରକିଶୋର ଦାସଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ।
1
6
556