ଦୀର୍ଘ ଦିନ ଧରି ସରକାରଙ୍କ ଅବହେଳା ଯୋଗୁଁ ଆମରଣ ଅନଶନରେ ଓଲ୍ହେଇଥିବା ଭେଟେରିନାରୀ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇ ମେଡିକାଲ ସ୍ଥାନାନ୍ତରିତ ହେଲା ପରେ ଛାତ୍ରଛାତ୍ରୀ ଓଲ୍ହେଇଲେ ରାଜରାସ୍ତା କୁ। କେତେ ଦିନ ପାଇଁ ସରକାର ମୌନ?
#hungerstrikeforveterinaryuniversity
@CMO_Odisha @Naveen_Odisha
2
ସରକାର ମୌନ ସାଜି ଥିବାରୁ ଭେଟେରିନାରୀ ଛାତ୍ର ଛାତ୍ରୀ ଆମରଣ ଅନଶନ କରିବା ପାଇଁ ବାଧ୍ୟ ହେଲେ ଯାହାଦ୍ୱାରା ଛାତ୍ର ଛାତ୍ରୀ ଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇ ରାଜଧାନୀ ବଡ ମେଡିକାଲ ରେ ସ୍ଥାନାନ୍ତରିତ ହୋଇଛନନ୍ତି।କୋମଳମତି ଛାତ୍ର ଛାତ୍ରୀ ଙ୍କର ଏହି ସ୍ୱାସ୍ଥ୍ୟ ହାନୀ ପାଇଁ କେବଳ ସରକାର ହିଁ ଦାୟୀ
#hungerstrikeforveterinaryuniversity
1
ଦୀର୍ଘ ୧୧ ଦିନର ଧାରଣା ପରେ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ hunger strike କରି ଆମରଣ ଅନସନକୁ ଓହ୍ଲାଇଛନ୍ତି। ଛାତ୍ରଛାତ୍ରୀମାନେ ସେମାନଙ୍କ ସବୁ ଦାବି ଏକ ସଙ୍ଗୀତ ମାଧ୍ୟମରେ ସରକାରଙ୍କ ସମ୍ମୁଖରେ ଉପସ୍ଥାପନା କରିଛନ୍ତି।
#hungerstrikeforveterinaryuniversity
@CMO_Odisha @Naveen_Odisha @GovernorOdisha @rajaaswain
3
In absence of a suitable resolution in our favour from the Govt. Of Odisha we are bound to announce a peaceful strike for an indefinite period of time without hampering the official & administrative activites of our college and university.
#wedemandveterinaryuniversity